Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୪-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୪ ରିଖ ଗୁରୁବାର କନ୍ୟା ୯ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ।   ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: ତୁଳା ଓ କୁମ୍ଭ ରାଶିର…

IPL ମହାସମର: କୋଲକାତାକୁ ୪୯ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍ ଲଢ଼େଇରେ କୋଲକାତା ନାଇଟ ରାଇଡର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ବିସ୍ଫୋରକ ୮୦ ରନ୍ ଓ ଦ୍ରୁତ ବୋଲର ଓ୍ୱିକେଟ ଖସାଇବାରୁ ୪୯ ରନରେ ବିଜୟୀ ହୋଇଛି ମୁମ୍ବାଇ । କୋଲକାତା ପଦାର୍ପଣ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ମୁମ୍ବାଇ ଦୁଇଟି ମ୍ୟାଚରୁ…

IPLରେ ରୋହିତ ଶର୍ମା ମାରିଲେଣି ୨୦୦ଟି ଛକା

ଆବୁଧାବି: ଆଇପିଏଲରେ ପୁଣି ଧୂଆଁଧାର ଇନିଂସ ଖେଳିଛନ୍ତି ହିଟମ୍ୟାନ୍ ତଥା ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୫୪ ବଲରେ ବିସ୍ଫୋରକ ୮୦ ରନ୍ ପିଟିଛନ୍ତି । ଏହା ଭିତରେ…

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସୁରେଶ ଅଙ୍ଗଦି କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୧…

ବିଜେଡି ଯୁବ ବାହିନୀର ନୂଆ କର୍ମକର୍ତ୍ତା, ଏମାନଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ । ତାଲିକା ଘୋଷଣା ହୋଇଛନ୍ତି । ନୂଆ କର୍ମକର୍ତ୍ତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ମଞ୍ଜୁରୀ ଦେଇଛନ୍ତି । ବୈକୁଣ୍ଠ ନାୟକ…

ଗପ: ଭୂତ

✍️ଶ୍ରୀୟା                                                                      "ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !" ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଅଧିକ ଲୋକ ଆରୋଗ୍ୟ ଲାଭ ବି କରୁଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬ ଜିଲ୍ଲାରୁ…

ଅଜିତ ସାରଙ୍କ ପାଇଁ ମୁଁ ଅଭିନେତା ଓ ନିର୍ଦ୍ଦେଶକ ହୋଇପାରିଛି : ଲିକୁନ ଚୌଧୁରୀ

ଲିକୁନ ଚୌଧୁରୀ (ଅଜିତ ଦାସଙ୍କ ଏକାଦଶାହ ଅବସରରେ) ୧୯୯୮ ମସିହା ଜୁଲାଇ ୧୨ । ସେଦିନ ମୁଁ ବହୁତ ଖୁସି ଥିଲି । କାରଣ ସେଦିନ ମୋ ଜନ୍ମ ଦିନ ଥିଲା । କଲେଜର ପ୍ରଥମ ବର୍ଷରେ ପ୍ରଥମ ଉପହାର ସେ ପୁଣି ମୋ ଗୁରୁ ଅଜିତ ସାର ଓ ମାୟା ମ୍ୟାଡାମଙ୍କଠୁ ପାଇଥିଲି । ସେଦିନ ମତେ ଅନୁଭବ ହେଲା ଯେ ମୁଁ…

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି । ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା…

ଅକ୍ଟୋବରରୁ ବିଜୁଳି ମହଙ୍ଗା, ୟୁନିଟ ପିଛା ବଢ଼ିବ ୨୦ ପଇସା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର । ୟୁନିଟ୍ ପିଛା ଦର ୨୦ ପଇସା ମହଙ୍ଗା ହେବ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗ ହେବ ବର୍ଦ୍ଧିତ ଦର । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…