Latest Odisha News

BREAKING NEWS

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର

ଭୁବନେଶ୍ୱର : ଚଳିତ ବର୍ଷ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଓ ରହିବା ବ୍ୟବସ୍ଥା କରିବେ ସରକାର । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଏପରି ସୁବିଧା…

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲ ସିଲ୍

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୁରୀ ବାଇପାସ୍ ନିକଟରେ ଥିବା ଏକ ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ସିଲ୍ କରିଛି । ଉକ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ବିଏମସିର ସ୍ପେଶାଲ୍ ସ୍କ୍ୱାଡ୍ ଚଢାଉ ବେଳେ ସେଠାରେ ଜନ୍ମଦିନ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌, ମୋଟ ୪୦ଟି ଗେଟ୍ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଛି । ତେଣୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦର ବର୍ତ୍ତମାନ ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ୍ ।…

ଭୁବନେଶ୍ୱରରେ ୯ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୨୦୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୫୨…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…

ସୁଶାନ୍ତ ସିଂ ରାଜପୁତ ମାମଲା: ସିଦ୍ଧାର୍ଥ,ଦୀପେଶ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ ଶୁକ୍ରବାର ନୂଆ ମୋଡ ନେଇଛି । ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଅନୁସାରେ ସିଦ୍ଧାର୍ଥ ପୀଠାନୀ ଓ ଦୀପେଶ ସାଓ୍ବନ୍ତ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ସିବିଆଇର ସମନ ପରେ ରିୟା ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଫ୍ଲାଟମେଟ୍…

ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳିଙ୍କୁ କରୋନା

ଦୁବାଇ: ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଇପିଏଲର ୧୩ ତମ ସଂସ୍କରଣ ପାଇଁ ସମସ୍ତ ଟିମ୍ ସଦସ୍ୟ ଦୁବାଇରେ ଅଛନ୍ତି । ଲୋକପ୍ରିୟ ଟି-୨୦ ଲିଗ୍ ୟୁଏଏଇ-ଦୁବାଇ, ଶରଜାହା ଓ ଆବୁ ଧାବି ଭଳି ୩ଟି କେନ୍ଦ୍ରରେ ଖେଳାଯିବ ।…

ଘୁଞ୍ଚିଲା ଓଡିଶା ସିଭିଲ୍ ସର୍ଭିସ୍ ୨୦୧୯ ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ୍ ସର୍ଭିସ୍‌-୨୦୧୯ ମେନ୍ ଲିଖିତ ପରୀକ୍ଷାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କରୋନା କଟକଣା ଯୋଗୁଁ ଏବେ…

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି…

ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଗତ ବର୍ଷ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆସିଥିବା ବେଳେ ସେ ମଧ୍ୟରୁ ଏ ଯାଏଁ ତିନିଟିର ମୃତ୍ୟୁ ହୋଇସାରିଛି ।