Latest Odisha News

BREAKING NEWS

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ରୂପାରେ ଝଲସିବ ଶ୍ରୀମନ୍ଦିର । ବଡଦେଉଳରେ ଲାଗିବ ରୂପା ଦ୍ୱାର । ସାତଟି ଦ୍ୱାରରେ ରୂପାରେ ଝଲସିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ' ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ'ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ? ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ'…

ଓଡିଶାର ଏହିସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଦେବଗଡ, ଅନୁଗୁଳ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ବୌଦ୍ଧ, ନୂଆପଡା,…

ଦକ୍ଷିଣ ଚୀନ ସାଗରରେ ମିସାଇଲ ଟେଷ୍ଟ କଲା ଚୀନ, ଆମେରିକାକୁ ଚ୍ୟାଲେଞ୍ଜ

ବେଜିଂ: ଦକ୍ଷିଣ ଚୀନ ସାଗରରେ ଗୁରୁବାର ଆମେରିକାକୁ ଚ୍ୟାଲେଞ୍ଜ ଦେଇ ଚୀନ ବିବାଦୀୟ ଅଂଚଳରେ ମିସାଇଲ ଟେଷ୍ଟ ଫାୟାର କରିଛି । ଯାହା ଫଳରେ ଉଭୟ ଦେଶ ମଧ୍ୟ ଉତେଜନା ବୃଦ୍ଧି ପାଇଛି । ପୂର୍ବରୁ ଆମେରିକା ବିମାନ ଚୀନ ଅଂଚଳରେ ପ୍ରବେଶ କରି ତଥ୍ୟ ସଂଗ୍ରହ କରୁଥିବା ଡ୍ରାଗନ ଟିମ୍ ଅଭିଯୋଗ କରିଥିଲା ।…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଖୋଳତାଡ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ । ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି । ତଦନ୍ତ ପରିସରରେ ଥିବା…

ଖୁସି ଖବର ଦେଲେ ବିରୁଷ୍କା, ନୂଆବର୍ଷରେ ଫ୍ୟାମିଲିକୁ ଆସିବେ ନୂଆ ଅତିଥି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦୁଇରୁ ତିନି ହେବେ ବିରୁଷ୍କା । ମାନେ ଖୁବଶୀଘ୍ର ବାପା ହେବେ ବିରାଟ କୋହଲି । ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ୨୦୨୧ ଜାନୁଆରୀରେ ଅନୁଷ୍କା ମାଆ ହେବେ ।…

ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଆୟୋଜିତ ହେବ । ଏହି ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏଥିନେଇ ଭିପିଏସ ହେଲଥ କେୟାରଙ୍କୁ ନିଯୁକ୍ତ କରିବ । ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ, ବିସିସିଆଇ ଅଧିକାରୀ ଓ…

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୃତ୍ୟୁସଂଖ୍ୟା ୪୪୮

ଭୁବନେଶ୍ୱର: ରାଜ୍ୟରେ ମୋଡୁଛି କରୋନା । ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ାଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସମ୍ୱଲପୁର ଜିଲ୍ଲାର ୩ ଜଣ ଆକ୍ରାନ୍ତ । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଓ ଭୁବନେଶ୍ୱରରେ ଜଣେ…

୯୦ ହଜାର ପାର କଲା ରାଜ୍ୟରେ କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୩, ୩୮୪ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୮ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ସେହି ଅନୁସାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩ ହଜାର ୩୮୪ ଜଣ । କ୍ୱାରେଣ୍ଟାଇନରୁ ୨ ହଜାର ୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍…

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି…