ଦୀର୍ଘ ସମୟ ଚେୟାରରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା
ଭୁବନେଶ୍ୱର: ନିର୍ଦ୍ଧିଷ୍ଟ କୌଣସି ଏକ କାମ କରିବାକୁ ହେଲେ ଦୀର୍ଘ ସମୟ ଚେୟାରରେ ବସିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଅଫିସରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ।
ଆପଣ ବି ଯଦି ଏହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ...…