Latest Odisha News

BREAKING NEWS

ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ, ସେପ୍ଟେମ୍ବର ୩୦ ସୁଦ୍ଧା ବାବ୍ରୀ ମସଜିଦ ରାୟ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ବାବ୍ରୀ ମସଜିଦ ରାୟ । ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଘଟଣାର ସ୍ୱତନ୍ତ୍ର ଶୁଣାଣି ସିବିଆଇ କୋର୍ଟରେ ଚାଲିଛି । ସେପ୍ଟମ୍ବର ୩୦ ସୁଦ୍ଧା ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ସିବିଆଇ…

ନିଜ ଜାଲରେ ଫଶିଲା ପାକିସ୍ତାନ, ଏଫଏଟିଏଫକୁ ଦେଇଥିବା ଆତଙ୍କବାଦୀ ତାଲିକାରେ ଦାଉଦଙ୍କ ନାମ

କରାଚୀ: ପାକିସ୍ତାନ ଆଜି ନିଜ ଜାଲରେ ନିଜେ ଫଶିଛି । ଏଫଏଟିଏଫକୁ ଦେଇଥିବା ୮୮ ଆତଙ୍କବାଦୀ ତାଲିକାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ରହିଛି । ଦୀର୍ଘ ଦିନ ଧରି ଦାଉଦ ନେଇ ମିଛ କହୁଥିଲା ପାକିସ୍ତାନ । ଏଫଏଟିଏଫ ପ୍ରଦାନ କରାଯାଇଥିବା ରିପୋର୍ଟରେ ସେ କରାଚୀ ହ୍ୱାଇଟ ହାଉସରେ ଥିବା…

ସୁଶାନ୍ତ ସିଂଙ୍କ ମୃତ୍ୟୁ ଦିନ କ’ଣ ହୋଇଥିଲା? ରହସ୍ୟ ଖୋଲିଲେ ତାଲା ଭାଙ୍ଗିଥିବା ବ୍ୟକ୍ତି

ମୁମ୍ବାଇ: ଦିନକୁ ଦିନ ଆହୁରି ଅଧିକ ବିବାଦୀୟ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ରହସ୍ୟ ଉପରେ ଏବେବି ସସ୍‌ପେନ୍ସ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସମସ୍ତଙ୍କ ତନ ତନ କରି ଜେରା କରୁଛି । ଏହାରି ଭିତରେ ସୁଶାନ୍ତ ମୃତ୍ୟୁ…

ଇଂଲଣ୍ଡରେ ୨କୋଟି ୫୫ ଲକ୍ଷରେ ନିଲାମ ହେଲା ମହତ୍ମା ଗାନ୍ଧୀଙ୍କ ଚଷମା

ଲଣ୍ଡନ:ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ଚଷମା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଆମେରିକାର ଜଣେ କଲେକ୍ଟର ଏହାକୁ କିଣିଛନ୍ତି । ଇଷ୍ଟ ବିଷ୍ଟଲ ନିଲାମ ହାଉସ ପକ୍ଷରୁ ଏହାକୁ ବିକ୍ରି କରାଯାଇଥିଲା । ଚଷମାର ଚାହିଦା ଥିଲେ ମଧ୍ୟ ଏତେ ଟଙ୍କାରେ ଯିବ ବୋଲି ସେମାନେ ଆଶା କରି ନ ଥିଲେ ।…

ରାଜଧାନୀର ବିସ୍କୁଟ କାରଖାନାରୁ ୨୮, ପୋଲିସ ସିକ୍ୟୁରିଟି ୱିଙ୍ଗରୁ ବାହାରିଲେ ୩୨ ପଜିଟିଭ

ଭୁବନେଶ୍ୱର: ରାଜଧାଦୀରେ ଦିନକୁ ଦିନ କରୋନା ସଂକ୍ରମଣ ଶୀର୍ଷକୁ ଉଠୁଛି । ଆଜି ପୁଣି ଭୁବନେଶ୍ୱରରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ…

ଏୟାର ଆମ୍ବୁଲାନ୍ସରେ ଜର୍ମାନୀ ପହଂଚିଲେ ରୁଷ ବିପକ୍ଷ ଦଳର ନେତା ନାଭେଲନୀ

ମସ୍କୋ:ରୁଷ ବିରୋଧୀ ଦଳର ନେତା ଏଲେକ୍ସି ନାଭେଲନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନୀ ନିଆଯାଇଛି । ନାଭେଲନୀ ୨ ଦିନ ତଳେ ବିମାନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚା’ରେ ବିଷ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ବର୍ତମାନ ସେ କୋମା ଷ୍ଟେଜରେ ଅଛନ୍ତି । ଜର୍ମାନୀ ପଠାଇବା ପାଇର୍…

ନୂଆଖାଇ ଚଳଚଞ୍ଚଳ ସୋନପୁର, ନବାନ୍ନ ଖାଇବା ପାଇଁ ବିଭିନ୍ନ ଗଛର ପତ୍ରରୁ ପ୍ରସ୍ତୁତ ସରିଲାଣି ପତ୍ର ଓ ଦନା

ସୋନପୁର: ଆସନ୍ତାକାଲି ନୂଆଖାଇ । ପଶ୍ଚିମ ଓଡିଶାର ଏହି ଗଣ ପର୍ବ ପାଇଁ ଏବେ ଚାରିଆଡ ଉତ୍ସବମୁଖର । ଧାର୍ଯ୍ୟ ସମୟ ଅନୁସାରେ ପରିବାରର ସମସ୍ତେ ମିଶି ନୂଆ ଖାଇବେ । ସାନମାନେ ବଡମାନଙ୍କ ଆଶୀର୍ବାଦ ନେବେ । ଲୋକ ପର୍ବ ନୂଆଁଖାଇ ରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ ।…

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ…

ଚୀନର ସମ୍ପୃକ୍ତି ଯୋଗୁ ଭାରତୀୟ ରେଲୱେ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା ଚୀନକୁ ଆର୍ଥୀକ ଦୃଷ୍ଟି କୋଣରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲଦାଖ ସୀମା ବିବାଦ ପରେ ଭାରତ ଗୋଟିଏ ପରେ ଝଟକା ଚୀନକୁ ଦେବାରେ ଲାଗିଛି । ଭାରତୀୟ ରେଲୱେ ଶନିବାର ୪୪ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି । ଗତ ବର୍ଷ ଏଥିପାଇଁ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…