Latest Odisha News

BREAKING NEWS

ପଣ୍ଡିତ ଯଶରାଜ: ଅନ୍ତରୀକ୍ଷରୁ ମହାଦ୍ୱୀପ ପର୍ଯ୍ୟନ୍ତ ଯଶ ରଖି ଦେଇ ଯାଇଛନ୍ତି

ନୂଆଦିଲ୍ଲୀ:ସ୍ୱର ସମ୍ରାଟ ପଣ୍ଡିତ ଯଶରାଜଙ୍କ ଆଜି ପରଲୋକ ହୋଇଯାଇଛି । ଅବଶ୍ୟ ସେ ମୃତ୍ୟୁବରଣ କରିବା ପୂର୍ବରୁ ଅନ୍ତରୀକ୍ଷରେ ଆଗୁଆ ନିଜ ନାମ ଲିପିବଦ୍ଧ କରି ସାରିଛନ୍ତି । ଆସନ୍ତୁ ଜାଣିବା ଯଶରାଜଙ୍କ ଯଶ କଥା । ୧.ପଣ୍ଡିତ ଯଶରାଜଙ୍କ ୪ ପିଢ଼ୀ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିଲେ । ୨.…

[ଭାଇରାଲ ଭିଡିଓ] କାହିଁକି ଗଣେଶ ମୂର୍ତ୍ତିଗୁଡିକୁ କଚାଡି ଭାଙ୍ଗିଲେ ମହିଳା

ଭୁବନେଶ୍ୱର: ଗଣେଶ ଚତୁର୍ଥୀକୁ ଆଉ ଦିନ କେଇଟା ବାକି । ଏଥି ପାଇଁ ବଜାରରେ ଗଣେଶଙ୍କର ଭଳିକି ଭଳି ମୂର୍ତ୍ତି ମିଳିଲାଣି । କିନ୍ତୁ ବାହାରିନର ମନାମାର ଜୁଫେୟାର ଅଂଚଳର ଏକ ସୁପର ମାର୍କେଟରେ ଗଣେଶ ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଅଜବ ଚିତ୍ର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ…

କୁକୁର ବିକ୍ରି କରି ଅନାହାର ଦୂର କରିବେ କିମ ଜୋଙ୍ଗ !

ହୁଇଚୋନ: ସାରା ବିଶ୍ୱକୁ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ ଧମକ ଦେଉଥିବା ଉତରକୋରିଆର ଶାସନ କିମ ଜୋଙ୍ଗ ଏବେ ଦେଶ ଚଳାଇବାରେ ଅସମର୍ଥ ହୋଇ ପଡିଛନ୍ତି । ବିଭିନ୍ନ ଦେଶ ପ୍ରତିବନ୍ଦ ଲଗାଇବା ପରେ କରୋନା ଯୋଗୁ ସୀମା ସିଲ କରାଯାଇଛି । ଫଳରେ ଏଠାକାର ଲୋକ ଅନାହରରେ ମୃତ୍ୟୁବରଣ ଆରମ୍ଭ କରିଛନ୍ତି ।…

ସଙ୍ଗୀତର କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ଆମେରିକାରେ ପରଲୋକ

ନ୍ୟୁଜର୍ସି: ପରଲୋକରେ ପଦ୍ମବିଭୂଷଣ ପଣ୍ଡିତ ଯଶରାଜ । ଆମେରିକାର ନ୍ୟୁଜର୍ସିଠାରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ଝିଅ ଦୁର୍ଗା ଯଶରାଜ ସୂଚନା ଦେଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ପଣ୍ଡିତ ଯଶରାଜ ପଦ୍ମବିଭୂଷଣ, ପଦ୍ମଭୂଷମ ଓ…

ନିର୍ମାଣ କ୍ଷେତ୍ରରେ ନୂତନ ନୀୟମାବଳୀର ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ଓ ଦେଶବ୍ୟାପୀ ଲକଡାଉନ ପରେ ରାଜ୍ୟର ରିୟଲ ଇଷ୍ଟେଟ୍ ସେକ୍ଟରରେ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ ଓ ବିଲ୍ଡିଂ ନିୟମାବଳୀରେ କରାଯାଇଥିବା ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ…

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନ୍‌ଲାଇନ୍…

ଆଉ ନାହାନ୍ତି ଦୃଶ୍ୟମ୍ ନିର୍ଦ୍ଦେଶକ ନିଶିକାନ୍ତ କାମତ

ହାଇଦ୍ରାବାଦ: ପରଲୋକରେ ନିର୍ଦ୍ଦେଶକ ନିଶିକାନ୍ତ କାମତ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ୫୦ ବର୍ଷୀୟ ନିଶିକାନ୍ତ ଲିଭର ସିରୋସିସ୍ ରୋଗରେ ପୀଡିତ ଥଲେ । ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ କଳାକାର,…

ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୯ ତାରିଖରେ ଯୁକ୍ତ ୨ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ…

ସୁଶାନ୍ତଙ୍କ କ୍ୟାରିୟରକୁ ବରବାଦ କରିବାକୁ ଚାହୁଁଥିଲେ ଖାନ୍ ଓ ଜୋହର: ଅଭିନେତାଙ୍କ ଜିମ୍ ପାର୍ଟନର‌

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଜିମ୍ ପାଟର୍ନର ସୁନିଲ ଶୁକ୍ଲା । ବଲିଉଡର ନାମୀଦାମ୍ କଳାକାର ସଲମାନ୍ ଖାନ୍ ଓ କରନ ଜୋହର ସୁଶାନ୍ତଙ୍କ କ୍ୟାରିୟର ବରବାଦ୍ କରିବାକୁ ଚାହୁଁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।…

ମାଲେସିଆରେ ୧୦ଗୁଣ ଅଧିକ ଭୟଙ୍କର କରୋନା ଭୂତାଣୁ ଠାବ !

ନୂଆଦିଲ୍ଲୀ: କରୋନା ଭାଇରସ ସମସ୍ୟାରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଉଦ୍ୟମ ଜାରି ରଖିଥିବା ବେଳେ ସୋମବାର ଆଉ ଏକ ଖରାପ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଚୀନର ଉହାନଠାରୁ ମିଳିଥିବା କରୋନା ଭୂତାଣୁଠାରୁ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ କରୁଥିବା ଭୂତାଣୁ ମାଲେସିଆରେ ଠାବ ହୋଇଛି ।…