Latest Odisha News

BREAKING NEWS

ଶ୍ରମିକ ଶ୍ରେଣୀର ସନ୍ଧିକ୍ଷଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏକ ପରିବର୍ତିତ ପରିସ୍ଥିତିରେ ଆଜି ବଦଳିଯାଇଛି ସଂଗ୍ରାମର ସଂସ୍କୃତି, ଚଲାପଥର ଚିତ୍ରପଟ । ଆଜି ଆମ ସାମ୍ନାରେ ହସ ହସ ମୁହଁରେ ଛଦ୍ମବେଶୀ ଶତ୍ରୁ... ବନ୍ଧୁତ୍ୱର ବେଶଭୂଷାରେ ବିପଜ୍ଜନକ ବୈରୀ । ଅତୀତର ଯେଉଁ ପୁଞ୍ଜିବାଦକୁ ଆମେ ଭେଟୁଥିଲୁ…

ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅର୍ଥ ହେରଫେର ଦିଗର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହଙ୍କୁ ଜେରା କରି ଇଡି । ହାଜର ହେବାକୁ ସମନ୍ କରିଛି । ଆଜି ସୁଦ୍ଧା ହାଜର ହେବା ପାଇଁ…

ଚାଲିଗଲେ ୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଥିରୁଭେନଗଡାମ

ଚେନ୍ନାଇ: ଡାକ୍ତରଙ୍କ ଗାରିମା ରଖିଥିବା ଜଣେ ଦରଦୀ ସେବକ ଆଜି ଚାଲିଗଲେ । ସେ ହେଉଛନ୍ତି ତାମିଲନାଡୁର ଭି.ଥିରୁଭେନଗଡାମ । ସେ ୫ ଟଙ୍କା ଡାକ୍ତର ଭାବେ ବେଶ୍ ପରିଚିତ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଏଥିନେଇ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ସେ ଏକ କ୍ଲିନିକ…

କରୋନା ନେଲା ଆଉ ୧୦ ମୁଣ୍ଡ, ରାଜ୍ୟରେ ୩୫୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲାଣି ୩୫୦ ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜମିତ ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । Regret to inform the…

୩୬୫ କେସର ସମାଧାନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା କୁକୁର ରକିର ମୃତ୍ୟୁ, ଲୁହରେ ଭରିଗଲା ଅନେକଙ୍କ ଆଖି

ମୁମ୍ବାଇ: ମହାରାଷ୍ଟ୍ର ପୋଲିସକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଏହାର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୩୬୫ କେସ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଇନ୍ଦା କୁକୁର ରକିର ଆଜି ପରଲୋକ ହୋଇଯାଇଛି । ରକିର ମୃତ୍ୟୁ ଅନେକ ଆଖି ଛଳଛଳ କରି ଦେଇଛି । ସେ ଥିଲା…

୨୪ ଘଣ୍ଟାରେ ରାଜ୍ୟରୁ ୨୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୬୨ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ବାହାରିଛି ୨୨ ଶହ ୪୪ ପଜିଟିଭ୍ କେସ୍ । କ୍ୱାରେଣ୍ଟାଇନରୁ ୧୩ ଶହ ୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୫୪ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର…

ବୟକଟ ଚୀନ: ଗଣେଶ ପୂଜା ଅବସରରେ ଡ୍ରାଗନର ୪୦ହଜାର କୋଟରି ବ୍ୟବସାୟ ବନ୍ଦ ହେବ

ନୂଆଦିଲ୍ଲୀ: କରୋନା ଯୋଗୁ ଗଣେଶ ପୂଜା ପାଳନ ଉପରେ କଟକଣା ଲଗା ଯାଇଥିଲେ ମଧ୍ୟ ଭାରତର ବୟକଟ ଚୀନ ନୀତି ଯୋଗୁ ଏଥର ଡ୍ରାଗନର ୪୦ ହଜାର କୋଟି ବ୍ୟବସାୟ ଉପରେ ଅଙ୍କୁଶ ଲାଗିବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଚୀନ ସାମଗ୍ରୀ ବହିଷ୍କାର ନିର୍ଦ୍ଦେଶନାମା ଜାରି…

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଗୁଳି ବିନିମୟରେ ତିନି ଜଣ ସହିଦ

ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ହମଲା । ଦୁଇ ଜଣ ସିଆରପିଏଫ୍ ଓ ଜଣେ ପୋଲିସ ସହିଦ ହୋଇଛନ୍ତି । ସେମାନା ଭିତରେ ଅଛନ୍ତି ସିଆରପିଏଫ୍ ୧୧୯ ବାଟାଲିୟନର ଦୁଇ ଯବାନ ଓ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ । ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ…

ଫେସବୁକରେ ଗ୍ରହଣୀୟ ନୁହେଁ ହିଂସା ଓ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ; ଫେସବୁକ ମୁଖପାତ୍ର

ନୂଆଦିଲ୍ଲୀ: ମଜାମସ୍ତି ତଥା ସମୟ ଅତିବାହିତ ପାଇଁ ବ୍ୟବହାର କରାଯାଉଥିବା ସୋସିଆଲ ପ୍ଲାଟଫର୍ମ ଏବେ ଅନେକଙ୍କ ପାଇଁ ସାଜୁଛି ରଣଭୂମି। ପରସ୍ପରକୁ ଲୋକମାନେ ଏଥିରେ ଘୃଣିତ ମନ୍ତବ୍ୟ ଦେଉଥିବା ବେଳେ ଅନେକ ସମୟରେ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଅନେକ ସମୟରେ…

ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ଏନେଇ କୋରାପୁଟ ଜେଲ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି । ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଦଣ୍ଡ ଭୋଗୁଛନ୍ତି…