Latest Odisha News

BREAKING NEWS

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ପୁଣି ୧୯୦ ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ କ୍ଷିପ୍ର ଗତିରେ ବଢ଼ିଚାଲିଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୧୯୦ ପଜିଟିଭ ବାହାରିଛନ୍ତି । ଏହାମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ସେହିପରି ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…

ଚିନ୍ତା ବଢ଼ାଇଲା କଟକର ବେହେରା ସାହି, ପୁଣି ୪୬ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଆଜି ପୁଣି ୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ବେହେରା ସାହି ଓ ମାଲଗୋଦାମ ଅଂଚଳରୁ ୪୬ ଜଣ ଅଛନ୍ତି । ସେହିପରି କ୍ୱାରେଂଟାଇନ୍ ସେଂଟରରୁ ୭, ହୋମ୍ କ୍ୱାରେଂଟାଇନ୍‌ରୁ ୭ ଓ ସ୍ଥାନୀୟ…

ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ: ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ…

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି…

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି…

ଗଗନଯାନରେ ମହାକାଶ ଯିବେ ଓଡି଼ଆ ପୁଅ ନିଖିଲ ରଥ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ପ୍ରଥମ ମାନବ ମିଶନରେ ସାମିଲ ହେବେ ଓଡିଆ ପୁଅ । ଓଡିଶାର ବଲାଙ୍ଗୀରରେ ଜନ୍ମଲାଭ କରିଥିବା ନିଖିଲ ରଥ ଇସ୍ରୋର ପ୍ରଥମ ମାନବ ଯୁକ୍ତ ମହାକାଶ ମିଶନ ଗଗନଯାନ ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ରେ ହେବାକୁ ଥିବା ଇସ୍ରୋର ଏହି ବହୁ ପ୍ରତୀକ୍ଷିତ…