ପାରାଦୀପ ହରିଦାସପୁର ରେଳ ଲାଇନରେ ଟ୍ରେନ ଗଡୁ ଗଡୁ ରେଳରୋକ
ପାରାଦୀପ- ହରିଦାସପୁର ରେଳ ଲାଇନରେ ଆଜି ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିଛି । ଟ୍ରେନଟି କେନ୍ଦ୍ରାପଡାରୁ ରାଉରକେଲା ଅଭିମୁଖେ ବାହାରିଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇ ନିକଟ ନୂଆଗାଁରେ ସ୍ଥାନୀୟ ଲୋକେ ରେଳ ରୋକ କରିଥିଲେ । ମାଲବାହୀ ନୁହେଁ ପାସେଂଜର ଟ୍ରେନ ଚଳାଇବା ପାଇଁ…