Latest Odisha News

BREAKING NEWS

ନେହେରୁ, ଗାନ୍ଧୀଙ୍କ ସମ୍ପତିର ତଦନ୍ତ କରିବ ହରିୟାଣା ସରକାର

ଚଣ୍ଡୀଗଡ: ହରିୟାଣା ସରକାର ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ଥିବା ସମସ୍ତ ଗାନ୍ଧୀ-ନେହେରୁ ପରିବାର ସହିତ ଜଡିତ ଥିବା ସମସ୍ତ ସମ୍ପତିର ତଦନ୍ତ ସ୍ଥାନୀୟ ସରକାର କରିବ । ରାଜ୍ୟର ମୁଖ୍ୟ ଶାସନ ସଚିବ ସଚିନ କେଶନୀ ଆନନ୍ଦ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।…

ସୁନ୍ଦରଗଡରେ ୧୧ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୧୨ରେ ପହଞ୍ଚିଛି । ଏହାଛଡା ପ୍ରଶାସନ ପକ୍ଷରୁ ଜୁଲାଇ ୨୭ ତାରିଖରେ ୧୧ ଜଣଙ୍କ…

ଦିଲ ବେଚାରା ଫିଲ୍ମର ଅଜବ ସଂଯୋଗ: ସମସ୍ତ ପ୍ରମୁଖ କଳାକାରଙ୍କ ନାମ ଏସ ଅକ୍ଷରରେ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲବେଚାରା ଓଟିଟି ପ୍ଲାଟଫର୍ମରେ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଦିଲ ବେଚାରା ଫିଲ୍ମର କେତେକ ଅଜବ ସଂଯୋଗ ବିଷୟରେ ଆସନ୍ତୁ ଜାଣିବା । ଏହି ଫିଲ୍ମର ସମସ୍ତ ପ୍ରମୁଖ କଳାକାରଙ୍କ ନାମ ଏସ ଅକ୍ଷରରେ ଆରମ୍ଭ । ସୁଶାନ୍ତ, ସଞ୍ଜନା, ସୈଫ,…

ଚିନ୍ତାରେ ଚୀନ: ଶାଂଘାଇ ନିକଟରେ ଉଡିଲା ଆମେରିକାର ଫାଇଟର ଜେଟ

ସାଂଘାଇ: ଚୀନ ଏବେ ଚିନ୍ତାରେ । ଆମେରିକା କ୍ରମାଗତ ଭାବେ ଚୀନ ଉପରେ ଚାପ ପକାଇବାରେ ଲାଗିଛି । ରିପୋର୍ଟ ମୁତାବକ ଆମେରିକାର ଫାଇଟର ଜେଟ ସାଂଘାଇ ନିକଟରେ ଉଡିଥିଲା । ଚୀନର ଏହି ବ୍ୟବସାୟିକ ସହରଠାରୁ ଏହି ବିମାନ ମାତ୍ର ୧୦୦ କିଲୋମିଟର ଦୂରରେ ଉଡିଥିଲା । ତେବେ ଚୀନ ରକ୍ଷା ମନ୍ତ୍ରଣାଳୟ…

ଗଜପତି ଜିଲ୍ଲା ସପ୍ତାହରେ ୪ଦିନ ସଟଡାଉନ୍, ୩ ଦିନ ଲକଡାଉନ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଜିଲ୍ଲାରେ ସପ୍ତାହରେ ଚାରି ଦିନ ସଟଡାଉନ୍ ଓ ତିନି ଦିନ ଲକଡାଉନ ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ପାଇଁ ନିର୍ଦ୍ଦେଶ…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ରାଜଧାନୀରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ହାତଗୋଡ଼ ବନ୍ଧା ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଅପରାଧୀଙ୍କ ହଟସ୍ପଟ ପଲଟିବାର ଲାଗିଛି ରାଜଧାନୀ ଭୁବନେଶ୍ବର । ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-ଟୁ ଅଞ୍ଚଳରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଏକ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି ଏହି ମୃତଦେହ। ଏହି…

ରାଜ୍ୟରେ ପାଞ୍ଚ ବର୍ଷର ଶିଶୁ ସମେତ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଜଣେ ୫ ବର୍ଷର ଶିଶୁ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ଭିତରେ ଆଉ ୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ଦୁଇ, କଟକ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ…

କରୋନା ଭୟ: ସପ୍ତାହକୁ ୪ ଦିନ ବନ୍ଦ ରହିବ ଗଜପତି ଜିଲ୍ଲା

ଗଜପତି: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଗଜପତିରେ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ସପ୍ତାହିକ ୪ ଦିନିଆ ସଟ୍‌ଡାଉନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାନୁସାରେ, ପ୍ରତି…

୨୪ ଘଣ୍ଟା, ୨୮ ଜିଲ୍ଲା, ୧୨୧୫ ନୂଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୨୮ ହଜାର ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୫ ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୭୫୩ ପଜିଟିଭ୍ କେସ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ…