Latest Odisha News

BREAKING NEWS

ଶଙ୍କର ଆଖି ହସ୍ପିଟାଲ ଦାନ କଲା ୨୦୦ ସୁରକ୍ଷା ଚଷମା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମରଝୋଲ ଶଙ୍କର ଚକ୍ଷୁ ହସ୍ପିଟାଲ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କ ପାଇଁ ୨୦୦ ଆଇ ପ୍ରୋଟୋକ୍ସନ ଗ୍ଲାସ୍ ପ୍ରଦାନ କରାଯାଇଛି। ଶଙ୍କର ଚକ୍ଷୁ ଡାକ୍ତରଖାନାର ଚକ୍ଷୁ ବିଶେଷଜ୍ଞ ଡ. ବି ପି ସାମଲ ଆଜି ଏହି ଚଷମାକୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ…

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିଲା ଆଇଆଇସି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହୋଇଥାନ୍ତା ।…

କରୋନା ଭୟ, କୋଭିଡ ଗାର୍ଡରେ କଭର ହେଲା ଶାହରୁଖଙ୍କ ମନ୍ନତ

ମୁମ୍ବାଇ: ବଲିଉଡରେ ବଚ୍ଚନ ପରିବାରକୁ କରୋନା ପରେ କିଙ୍ଗଖାନ୍ ଶାହରୁଖଙ୍କୁ ଘାରିଛି ଭୂତାଣୁ ଭୟ । ସଂକ୍ରମଣକୁ ନେଇ ହୋଇଛନ୍ତି ସଜାଗ । ନିଜ ବଙ୍ଗଲୋ ମନ୍ନତକୁ ଦେଇଛନ୍ତି କୋଭିଡ ଗାର୍ଡ । ଶାହରୁଖ ନିଜ ଘରକୁ ଚାରିପଡୁ ପୁରା ପ୍ଲାଷ୍ଟିକ ଜରିରେ କଭର କରି ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ…

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ‘ପୂର୍ବୋଦୟ’ ଅଧୀନରେ ସ୍ଥାନୀୟ ଉଦ୍ୟୋଗଙ୍କ ନିମନ୍ତେ ସ୍ଵତନ୍ତ୍ର ପ୍ରୋତ୍ସାହନ…

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ସ୍ଥାନୀୟ ଉଦଦ୍ୟୋଗ ଗୁଡିକରେ ଇସ୍ପାତ ଉପଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସ୍ଵତନ୍ତ୍ର ପ୍ରୋତ୍ସାହନ ଯୋଜନା ‘ଇସ୍ପାତି ଇଲାକୋ କା ବିକାଶ: ସେଲ କେ ସାଥ’ର ଶୁଭାରମ୍ଭ କରିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ…

କରୋନା ଭାଇରସ: ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ

ଲଣ୍ଡନ: କରୋନା ମହାମାରୀ ମୁକାବିଲା ନେଇ ସୋମବାର ଏକ ଭଲ ଖବର ମିଳିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ସିଏଚଏଡିଓଏକ୍ସ୧ଏନସିଓଭି-୧୯ର ମଣିଷଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ପ୍ରୟୋଗ ସଫଳ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟ୍ ଏବଂ ଆଷ୍ଟ୍ରାଜେନିକାକୁ ନେଇ ଏକ ଭଲ ଖବର ମିଳିଛି…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୫୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୫୭ ଜଣଙ୍କ ମଧ୍ୟରୁ ୧୧୮ ଜଣ ଗଞ୍ଜାମରୁ, ୫୩ ନୟାଗଡରୁ, ୪୪ ଜଣ କଟକ, ସୁନ୍ଦରଗଡରୁ ୩୮, ୩୨ ଜଣ…

ରାଜସ୍ଥାନ ରାଜନୀତି : ସଚିନଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କଲେ ଗେହଲଟ

ଜୟପୁର:ରାଜସ୍ଥାନ ରାଜନୀତିର ତାତି ସୋମବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଢ଼ାଇ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ଓ ବିରୋଧୀ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କରିଛନ୍ତି । ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ ବୋଲି ସେ କହିଛନ୍ତି । ସେ ଦଳରେ ବାରମ୍ବାର…

କାଲିଠୁ ଗଂଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଶୀତଳାପ୍ଲଲି ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । କରୋନାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନା ନିପାତ କରିବା ପାଇଁ ରାଜ୍ୟ ସରକାର…

ଜୁଲାଇ ୩୧ ଯାଏଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ବୁର୍ଲାସ୍ଥିତ ଜ୍ୟୋତି ବିହାରର ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଜୁଲାଇ ୨୨ ତାରିଖରୁ ୩୧ ଯାଏଁ ବନ୍ଦ କରାଯାଇଛି । କରୋନା ଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଗତ ସୋମବାର ଦିନ ବିଶ୍ୱବିଦ୍ୟାଳୟ…

ଶବ ସତ୍କାର ପାଇଁ ୭୫୦୦

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ରହିଛି କରୋନା । ଦିନକୁ ଦିନ କରୋନା ମିଟର ଉପରକୁ ଉଠି ଚାଲିଛି । ସଂକ୍ରମିତ ବଢ଼ୁଛନ୍ତି ଏଥିସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ କୋଭିଡ ମୃତକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ରାଶି ଘୋଷଣା କରିଛନ୍ତି । କରୋନାରେ ଯଦି ଜଣେ…