ଲକଡାଉନ୍ କଟକଣା ଭାଙ୍ଗି ଖେଳୁଥିଲେ କ୍ରିକେଟ: ଗଣିଲେ ୧୨ ହଜାର ଟଙ୍କାର ତଣ୍ଡ
ପୋଲସରା: ଲକଡାଉନ ସତ୍ତ୍ୱେ ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ୧୨ ହଜାର ଟଙ୍କା ତଣ୍ଡ ଗଣିଲେ ୨୪ ଜଣ ଖେଳାଳୀ।
ମିଳିଥିବା ସୂଚନା ଅନୁସାରେ, କୋଭିଡ କଟକଣାକୁ ଖାତିର ନକରି ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ କ୍ରିକେଟ ମ୍ୟାଚ…