Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ମେହିତ ମୋଦାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ଜାହ୍ନବୀ ସୁହାସିନୀଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧ କରୋନା ପଜିଟିଭ

କଟକ: ସିଲଭର ସିଟି କଟକରୁ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ଜଣ କରୋନା ପଜିଟିଭ । ଏନେଇ ସ୍ପଷ୍ଟ କରିଛି କଟକ ଜିଲ୍ଲା ପ୍ରଶାସନ। ସେମାନଙ୍କ ମଧ୍ୟରୁ ୫ ଜଣ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ହୋଇଥିବାବେଳେ ୬ ଜଣ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର ଅଟନ୍ତି।…

ବ୍ୟବହୃତ ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’; ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଲାଗି ରାତି ଦିନ ଏକ କରି ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଦୁଇ ଦୁଇଟି ପୋର୍ଷ୍ଟମର୍ଟମ ରିପୋର୍ଟ ସହିତ ସୁଶାନ୍ତଙ୍କ ଭିସେରା ଟେଷ୍ଟ ପରେ ଏବେ ପୋଲିସ କରିବ ‘ଟେନସାଇଲ୍ ଆନାଲିସିସ୍‌’ । ଯେଉଁ ଲୁଗା ପିନ୍ଧି ଫ୍ୟାନରୁ ଝୁଲି ପଡ଼ିଥିଲେ ସୁଶାନ୍ତ…

NEET ଓ JEE କେବେ ଜାଣନ୍ତୁ, ଘୋଷଣା ହୋଇଛି ତାରିଖ

ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଜୁଲାଇରେ ସ୍ଥଗିତ ଥିବା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ହେବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି ।…

ଯୁଦ୍ଧ ଲାଗି ସଜବାଜ; କାହା ପାଖରେ କେତେ ଅସ୍ତ୍ର ଜାଣନ୍ତୁ…

ଭୁବନେଶ୍ୱର: ଦିନକୁ ଦିନ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲେ ମଧ୍ୟ ଚୀନର ଯୁଦ୍ଧଖୋର ମନୋବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଆଦୌ ଖାତିର୍ କରୁନାହିଁ ବୋଲି ଶୁକ୍ରବାର…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…

ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ସୂରଜ ପାଂଚୋଲିଙ୍କ ସମ୍ପୃକ୍ତି ନେଇ ଖବର ସୋସିଆଲ ସାଇଟରେ ଭାଇରାଲ ହୋଇଛି । ତେବେ ଆଦିତ୍ୟ ପାଂଚୋଲିଙ୍କ ପୁତ୍ର ତାଙ୍କ ନାମରେ ଉଠିଥିବା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି ।…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, ଗଞ୍ଜାମ,ଝାରସୁଗୁଡା, ନୂଆପଡା, ଗଜପତି,…

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…