Latest Odisha News

BREAKING NEWS

ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ମହାପ୍ରଭୁ: ପୁରୀ ଗଜପତି

ପୁରୀ: ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାବଗ୍ରାହି ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ୱର ଅଗଣିତ ଭକ୍ତଙ୍କ ପ୍ରର୍ଥନା ଶୁଣିଛନ୍ତି । ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।…

ମଧ୍ୟପ୍ରଦେଶରେ ଗ୍ରାହକ ଦେବେ ଅଧା ବିଦ୍ୟୁତ ବିଲ୍

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ସାଧାରଣ ଜନତାଙ୍କୁ ସୁହାଇଲା ଭଳି ଏକ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଲକଡାଉନ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ମେ, ଜୁନ୍ ଓ ଜୁଲାଇରେ ବିଦ୍ୟୁତ ବିଲର ଅଧା ପରିମାଣ ପୈଠ କରିବେ । ବକେୟା ୨୨୫ କୋଟି ଟଙ୍କା…

ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା କୋଭିଡ୍ ଟେଷ୍ଟ ସରଞ୍ଜାମ; ସେବାୟତଙ୍କ ହେବ ପରୀକ୍ଷା

ପୁରୀ: ପୁରୀରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏବେ ପୁରୀରେ ସମସ୍ତ ଆୟୋଜନ ଜୋରସର୍ ଆରମ୍ଭ ହୋଇଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ: …

ରଥଯାତ୍ରା ଆୟୋଜନ ବଡ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ । ସେ କହିଛନ୍ତି, ରଥଯାତ୍ରା ପାଇଁ ପ୍ରଶାସନ ସବୁ ପ୍ରସ୍ତୁତି କରି ସାରିଛି…

ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍

ପୁରୀ: ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ସବୁଜ ସଂକେତ ଦେବା ପରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ । ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏଁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ…

ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ପୁରୀ: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ଆଜି ରଥଖଳାରୁ ସିଂହଦ୍ୱାର ଚକଡ଼ାକୁ…

ରଥଯାତ୍ରା ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ : ସକାଳ ୭ଟା ରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଆସନ୍ତାକାଲି ହେବାରୁ ଥିବା ଘୋଷଯାତ୍ରା ପାଇଁ ନୀତିକାନ୍ତି ତାଲିକା ପ୍ରକାଶ ପାଇଛି । ଭୋର ତିନିଟାରେ ହେବ ମଙ୍ଗଳ ଆଳତୀ, ୩ୟା ୧୫ରେ ମଇଲମ, ୩ଟା ୩୦ରେ ତଡପଲାଗି ଅନୁ ହେବ । ସାଢେ ଚାରିଟାରେ ଅବକାଶ ନୀତି ଓ ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ । ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ…

ଏନସିପି ଛାଡିଲେ ବାଘେଲ : ୫୦ ବର୍ଷ କ୍ୟାରିୟରରେ ୫ଥର

ଗାନ୍ଧୀନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶଙ୍କର ସିଂ ବାଘେଲ ସୋମବାର ଏନସିପି ଦଳରୁ ଇସ୍ତଫା ଦେଇଛନ୍ତି । ସେ ମହାସଚିବ ଦାୟିତ୍ୱରେ ଥିଲେ । ପତ୍ରଲେଖି ସେ ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସୋସିଆଲ ସାଇଟରେ ମଧ୍ୟ ସେ…

ସୁଶାନ୍ତ ରାଜପୁତ କେସ୍‌: ଭୂଷଣଙ୍କ ଉପରେ ରାଗିଲେ ସୋନୁ ନିଗମ, ତୁନେ ଗଲତ ଆଦମୀ ସେ ପଙ୍ଗା ଲେ ଲିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର କଥା ପଦାରେ ପଡିବାରେ ଲାଗିଛି । ଗାୟକ ସୋନୁ ନିଗମ ମଧ୍ୟ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ନେଇ କହିଥିଲେ । ସୋମବାର ସୋନୁ କହିଥିଲେ ଏଥର ଟିସିରିଜ ଆଉ ଭୂଷଣ କୁମାର ବିଷୟରେ ଲୋକେ ଜାଣିବା କଥା । ମୁଁ ଚୁପ୍ ଥିଲି ଆଉ…