Latest Odisha News

BREAKING NEWS

ନିଟ ପରୀକ୍ଷା ସ୍ଥଗିତ ରହିବା ଗୁଜବ: ସ୍ପଷ୍ଟୀକରଣ ଦେଲା ଏନଟିଏ

ନୂଆଦିଲ୍ଲୀ: ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ନୋଟିସ ସାମାଜିକ ଗଣମାଧ୍ୟମରର ଭାଇରାଲ ହେଉଛି । ଏହି ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଏନଟିଏ । ଏହି ନୋଟିସକୁ ଭିତ୍ତିହୀନ ସହ ଗୁଜବ ବୋଲି କହିଛି ଏନଟିଏ । ଏନଟିଏ ଏହାକୁ…

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ୧ ଟଙ୍କାରେ ମିଳୁଛି ସାନିଟାରୀ ନାପକିନ ପ୍ୟାଡ

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର ୬୩୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା ସାନିଟାରୀ ନାପକିନ ବିକ୍ରୟର ସୁବିଧା କରିଛନ୍ତି । ଏହି ପ୍ୟାଡର ଦାମ ଏକ ଟଙ୍କା ରଖାଯାଇଛି । ବଜାରରେ ଏହି…

ଘରେ କାହିଁକି ଓ କିପରି କରାଯାଏ କଳସ ସ୍ଥାପନା, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଶୁଭ କାର୍ଯ୍ୟ ଯେପରି, ବିବାହ, ବ୍ରତଘର, ପୂଜା ଆଦି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେବେ କାହିଁକି ଓ କେଉଁଠି ଏହି କଳସ ସ୍ଥାପନା କରାଯାଇଥାଏ, କ'ଣ ଏହାର ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା... ଶାସ୍ତ୍ର ଅନୁଯାୟୀ ସମୃଦ୍ଧି ପାଇଁ କଳସ ସ୍ଥାପନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୮-୬-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁନ  ତା ୧୮  ରିଖ  ଗୁରୁବାର ମିଥୁନ  ୪ ଦିନ ଆଷାଢ ମାସ କୃଷ୍ଣ ପକ୍ଷ  ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ବିଜା ନକ୍ଷତ୍ର ସକାଳ ୮ଟା ୩୩ମିନିଟ୍ ପର୍ଯ୍ୟନ୍ତ ଏହା ପରେ କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର…

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ । ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା…

ସହିଦ ବୀର ଯବାନଙ୍କୁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ: ଲଦାଖ ସୀମାନ୍ତରେ ଚୀନ ସେନାଙ୍କ ବର୍ବରୋଚିତ ଆକ୍ରମଣକୁ ପ୍ରତିହତ କରି ଦେଶମାତୃକା ଲାଗି ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହୋଇଛନ୍ତି । ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କୁ ଘନ ଘନ ଆକ୍ରମଣ କରି ଦେଶ ଲାଗି ପ୍ରାଣ ବିସର୍ଜନ କରିଥିଲେ ଏହି ଭାରତୀୟ ଯବାନ ।…

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଜ୍ୱର ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ରାଜୀବଗାନ୍ଧି ସୁପର…

ଟ୍ରେନ୍ ଓ ବିମାନ କଟକଣା ଜାରି ରହୁ: ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନା ବେଳେ କେନ୍ଦ୍ର ନିକଟରେ ନବୀନ କେତେକ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶାକୁ ଲକ୍ଷାଧିକ ସଂଖ୍ୟାରେ…

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ…