Latest Odisha News

BREAKING NEWS

କରୋନା କ୍ରିଏଟିଭିଟିରେ ଭିଡିଓର ଭିଉଜ ଆଧାରରେ ବିଜେତା ଚୟନ କରିବେ ତିନି ବିଚାରକ

ଭୁବନେଶ୍ୱର: www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିଡିଓ ଦାଖଲର ତାରିଖକୁ ୧୫ ତାରିଖକୁ ବୃଦ୍ଧି କରାଯାଇଛି । ଭିଡିଓର ଭିଉଜ ଆଧାରରେ ତିନି ବିଜେତା…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଓଡ଼ିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ କରିବ ଆର୍ସେଲର-ମିତ୍ତଲ

ଭୁୁବନେଶ୍ୱର: ଆର୍ସେଲର-ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି । କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି ଘୋଷଣା କରିଛି । ଏହା ମାଧ୍ୟମରେ ପାରାଦୀପରେ…

ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ଲକ୍ଷ୍ମୀବମ୍ ସମେତ ୮ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ଥିଏଟର ବନ୍ଦ ହୋଇ ରହିଛି । ଏହା ଦ୍ୱାରା ପ୍ରଚୁର କ୍ଷତି ହେଉଥିବାରୁ ପ୍ରଯୋଜକମାନେ ଏଥର ଫିଲ୍ମଗୁଡିକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନ ଅଭିନୀତ ଗୁଲାବୋ-ସିତାବୋ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ବହୁ…

ଏଥର ରଜରେ ଅନ୍‌ଲାଇନରେ ମିଳିବ ପାନ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ପାନ ବ୍ୟବସାୟ । ଏଥର ରଜରେ ଅନ୍‌ଲାଇନ୍‌ରେ…

କରୋନା ରୋଗର ଉପଶମ ପାଇଁ ପତଞ୍ଜଳି ଔଷଧ ବାହାର କରିଛି: ବାଲକ୍ରିଷ୍ଣ

ନୂଆଦିଲ୍ଲୀ: କରୋନା ମେଡିସିନ ପାଇଁ ବିଭିନ୍ନ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ତେବେ ଶନିବାର ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏହି ରୋଗର ଉପଶମ ପାଇଁ ଔଷଧ ବାହାର କରିଛି ବୋଲି ଏହାର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କ…

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ । ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର…

ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପ ନେପାଳ ସଂସଦରେ ପାରିତ

କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ…