Latest Odisha News

BREAKING NEWS

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର…

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କିର ସଂରକ୍ଷଣ ସମ୍ପର୍କରେ ବଡ ଟିପ୍ପଣି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ…

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି । ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ…

ଆସିଲା ଅନୁଷ୍କା ଶର୍ମାଙ୍କ ‘ବୁଲ୍‌ବୁଲ୍‌’ର ଫାଷ୍ଟ ଲୁକ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ମୁଭି ‘ବୁଲବୁଲ୍‌’ର ଫାଷ୍ଟ ଲୁକ୍ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନେଟ୍‌ଫ୍ଲିକ୍ସରେ ଏହାକୁ ରିଲିଜ କରିଛନ୍ତି । ଏଥିସହ ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏହାର ଟିଜର ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଅନୁଷ୍କା ଏହି ଫିଲ୍ମକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୨୩୫୪ ପହଂଚିଛି । 3 each from Khurda, Kandhamal & Sambalpur and 1 from Jharsuguda. The total recovered cases of #Odisha now stand at 2354.…

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପିଏନବିରୁ ୩୨କୋଟି ଟଙ୍କା ଠକେଇ ମାମଲାରେ ସିବିଆଇ ଆରମ୍ଭ କରିଛି ପଚରାଉଚରା । ଗୁରୁବାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର କିଛି ଉଚ୍ଚ ପଦସ୍ଥ ଅଧିକାରି ଏବଂ ଗ୍ଳୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରିଙ୍କୁ ଭୁବନେଶ୍ଵର ସିବିଆଇ…

ଲାଗିଲା ଫାଷ୍ଟଫୁଡ୍ ଉପରେ କଟକଣା, ରାଜରାସ୍ତାରେ ଠିଆ ହୋଇ ଖାଇବା ମନା

ଭୁବନେଶ୍ୱର: ଫାଷ୍ଟଫୁଡ ଉପରେ ଲାଗିଲା କଟକଣା । ଏଣିକି ରାଜରାସ୍ତାରେ ଠିଆ ହୋଇ ଖୋଲାରେ ଖାଇପାରିବେନି ଗୁପଚୁପ, ଚାଟ୍ । ସମସ୍ତ ପ୍ରକାରର ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପଦକ୍ଷେପରୁ ଏଭଳି ପଦକ୍ଷେପ…

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି । ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର…

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ । ସିଲ୍ ହେଲା ଭୁବନେଶ୍ୱରର ଅନେକ ଶୋ’ରୁମ୍ ସମେତ ଛୋଟ ବଡ ଦୋକାନ । ରଜ ପାଇଁ ଭୁବନେଶ୍ୱର ଜନପଥ ସ୍ଥିତ ଅମ୍ବର ଶୋ’ରୁମ୍‌ରେ ଆଜି ସକାଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ ନିୟମ…

ଆଜି ସନ୍ଧ୍ୟା ସୁଦ୍ଧା ଏହିସବୁ ଜିଲ୍ଲାକୁ ରହିଛି ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର…