ଭୁବନେଶ୍ୱରର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା: ହୋମ କ୍ୱାରେଣ୍ଟାଇନରେ ୫୦ ପରିବାର
ଭୁବନେଶ୍ୱର: ରାଜଧାନୀର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା । ଭୁବନେଶ୍ୱର ମହାନଗର ନିଗମର ୧୭ନମ୍ବର ୱାର୍ଡ ଅନ୍ତର୍ଗତ ବିଶ୍ୱେଶ୍ୱର ବସ୍ତିରୁ ବୁଧବାର ଦିନ ଚିହ୍ନଟ ହୋଇଛନ୍ତି ଦୁଇ ସଂକ୍ରମିତ। ଉଭୟେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସୂଚନା।ଉଭୟଙ୍କୁ କୋଭିଡ ହସ୍ପିଟାଲକୁ…