Latest Odisha News

BREAKING NEWS

କ୍ୱାରେଂଟିନ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ

ଆଠଗଡ: ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ । କ୍ୱାରେଂଟିନ ସେଂଟରରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ବ୍ଲକର ବିଭିନ୍ନ କ୍ୱାରେଂଟିନ ସେଂଟରରେ ନାନା ସମସ୍ୟା ଥିବା ଅଭିଯୋଗ ହୋଇଛି । ବିଶେଷକରି ନରସିଂହପୁର କଲେଜରେ…

ଆୟର୍ଲାଣ୍ଡରେ ମ୍ୟାଚିଂ ମାସ୍କର ଚାହିଦା ବୃଦ୍ଧି

ଡୁବଲିନ୍‌: କରୋନା ମହାମାରୀ ସାରା ବିଶ୍ୱଙ୍କୁ ଅସୁବିଧାରେ ପକାଇଛି । ବ୍ୟବସାୟୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେବେ କରୋନାକୁ ନେଇ ଆୟର୍ଲାଣ୍ଡର ଫେଶନ ଏବେ ଚର୍ଚ୍ଚାର କାରଣ ସାଜିଛି । ନବବଧୂଙ୍କ ପାଇଁ ଫେଶନ ଡିଜାଇନର ଓଆନା ମ୍ୟାଚିଂ ମାସ୍କ ତିଆରି କରିଛନ୍ତି । ଯାହା…

ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୧୧୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଚାଲିଛି କରୋନା ଜନିତ ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।…

ଯାଜପୁରରେ କରୋନା ସ୍ଥିତି; ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ଗତକାଲି ଯାଜପୁର ଜିଲ୍ଲାରେ ୧୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ୧୧ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ଦଶରଥପୁର ବ୍ଲକ୍ ଅଞ୍ଚଳର । ତେବେ ଅନ୍ୟ ୩ଜଣ ଧର୍ମଶାଳା ବ୍ଲକର ହୋଇଥିବା ବେଳେ କୋରାଇ…

ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡରେ ପଙ୍ଗପାଳଙ୍କ ଆତଙ୍କ । ସେଠାକାର କୋରିୟା ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପଙ୍ଗପାଳ ମୁକାବିଳା ପାଇଁ ନିୟମାବଳୀ ଜାରି କରିଛନ୍ତି । ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ…

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି…

ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍‌

ଭୁବନେଶ୍ୱର: ଜୁନ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କହିଛନ୍ତି ରାଜ୍ୟ ସରକାର । ଜୁନ୍ ମାସରେ ହିଁ କରୋନା ଅଧିକ କାୟା ମେଲାଇବା ସମ୍ଭାବନା ରହିଛି । ତେଣୁ ଏହି ମାସରେ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ମାସ୍କ…

ଆଜି ସନ୍ଧ୍ୟା ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ଦିନ ବଜ୍ରପାତ ସହିତ ମଧ୍ୟମ ଧରଣର ବୃଷ୍ଟିପାତ ହେବ । ତେବେ ପାଣିପାଗ ସୂଚନା କେନ୍ଦ୍ର ରାଜ୍ୟ ଅନ୍ୟ କେତୋଟି ଜିଲ୍ଲା ଲାଗି ମଧ୍ୟ ସତର୍କ ସୂଚନା ପ୍ରଦାନ…

ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିନାହାଁନ୍ତି ରାଜ୍ୟ ସରକାର । ଅର୍ଥାତ୍ ପୂର୍ବଭଳି ସାରା ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ପ୍ରକାରର ସେବାକୁ ବନ୍ଦ ରଖାଯିବ । ୩୦ ଜୁନ୍…

ଆହୁରି ମାସେ ଯାଏଁ ଖୋଲିବନି ସପିଂ ମଲ୍‌, ମନ୍ଦିର

ଭୁବନେଶ୍ୱର: କେନ୍ଦ୍ର ସରକାର ଆସନ୍ତା ୮ ତାରିଖରୁ ମନ୍ଦିର ଖୋଲିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ କଟକଣା କଡାକଡି କରିଛନ୍ତି । ଜୁନ୍ ୩୦ ତାରିଖ ଯାଏ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବ । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ମାସେ ଯାଏ ମନ୍ଦିରରେ ପୂଜାର୍ଚ୍ଚନା…