Latest Odisha News

BREAKING NEWS

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ଲକ୍‌ଡାଉନ : ଖୋର୍ଦ୍ଧା ଜିଲ୍ଲାର ସ୍କୁଲଗୁଡିକରେ ଇ-ଲର୍ଣ୍ଣିଂ ଜରିଆରେ ହେବ ପାଠପଢା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ଆରମ୍ଭ ହେବା ପାଇଁ ଆୟୋଜନ ହୋଇଛି । ଶିକ୍ଷା ସଂଯୋଗ ଆପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ଦଶମ…

ସୁନ୍ଦରଗଡରେ ଆଜିଠୁ ଖୋଲା ରହିବ ବହି ଦୋକାନ

ସୁନ୍ଦରଗଡ: ଲକଡାଉନ୍ ମଧ୍ୟରେ ସୁନ୍ଦରଗଡରେ ଆଜୁଠି ଖୋଲିବ ବହି ଦୋକାନ । ସକାଳ ୭ରୁ ୧୧ଟା ଅର୍ଥାତ ୪ ଘଂଟା ପାଇଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଉଛି କ୍ଷ ଏହାର ଖିଲାପ କଲେ ଦୋକାନ…

ଶ୍ରୀରାମ ଓ ସୀତାଙ୍କ ଠାରୁ ପତି-ପତ୍ନୀ ଶିଖିବା ଉଚିତ ଏହିସବୁ କଥା

ଭୁବନେଶ୍ୱର: ଲକଡାଉନ ଯୋଗୁଁ ଦୂରଦର୍ଶନରେ ଚାଲିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମାୟଣ । ହିନ୍ଦୁ ପାଠରେ ରାମାୟଣର ଅନେକ ମହତ୍ତ୍ୱ ରହିଛି । ଏହା କହିବା ଭୁଲ୍ ହେବ ନାହିଁ ଯେବେଠାରୁ ରାମାୟଣ ଟିଭିରେ ଆରମ୍ଭ ହୋଇଛି, ପ୍ରତେହ ଦିନକୁ ୨ ଘଣ୍ଟା ଆଧ୍ୟାତ୍ମିକ ଚେତନାର ଅତିବାହିତ ହେଉଛି ।…

ସହାୟତାର ହାତ ବଢାଇଲା ଚୀନ; ଭାରତକୁ ଦେଲା ୬୫୦,୦୦୦ ମେଡିକାଲ କିଟ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗୁରୁବାର ଦିନ ଏହା ୧୨,୩୮୦କୁ ଛୁଇଁଛି। ଯାହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେଶରେ…

କେନ୍ଦୁଝର ଓ ବାରିପଦାରେ କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ 5T ସଚିବ

କେନ୍ଦୁଝର: କେନ୍ଦୁଝର ସହର ନିକଟ ରାଙ୍କି ଠାରେ ନିର୍ମାଣାଧୀନ କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି 5T ସଚିବ VK ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ଏହି ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ଼୍-୧୯ ହସ୍ପିଟାଲ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…

ଗାଡି ଛାଡିଲାନି ପୋଲିସ, ଅସୁସ୍ଥ ବାପାକୁ କାନ୍ଧରେ ବୋହି ନେଲା ପୁଅ

କେରଳ: କରୋନା ପାଇଁ ସାରା ଦେଶ ଲକଡାଉନ୍ । କିନ୍ତୁ ମେଡିକାଲ ଏବଂ ଜରୁରୀ କାମ ପାଇଁ ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ମିଳିଛି । ହେଲେ ଅନେକ ସ୍ଥାନରେ ପୋଲିସ ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନୁନି । ଲକଡାଉନ୍ ଯୋଗୁଁ ପୋଲିସ ଗାଡି ନଛାଡିବାରୁ ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହି…

ଟେଷ୍ଟ ରିପୋର୍ଟରେ ଭୁଲ: କ୍ୱାରେଣ୍ଟାଇନରେ ରହିଲେ ଗୋଟିଏ ପରିବାରର ୮ ବ୍ୟକ୍ତି

ଅମରୋହା: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ମୋରାଦାବାଦ ଡାକ୍ତରଖାନାରେ ଭୁଲ ବଶତଃ ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଛାପ ଯାଇଥିଲା । ଯେଉଁଥିପାଇଁ ତାଙ୍କ ପରିବାରର ଆଠ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହି ବ୍ୟକ୍ତି ଜଣକ ଥଣ୍ଡା ଏବଂ ଗଳାରେ…

ଦିଲ୍ଲୀରେ ପିଜା ଡେଲିଭରି ବଏ କୋଭିଡ୧୯ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଜଣେ ପିଜା ଡେଲିଭରି ବଏଙ୍କଠାରେ କୋଭିଡ୧୯ ପଜିଟିଭ ଚିହ୍ନଟ ପରେ ସାଉଥ ଦିଲ୍ଲୀ ଚିନ୍ତା ବଢିଯାଇଛି । ସେ ପିଜା ଦେଇଥିବା ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ ମଙ୍ଗଳବାର ମାଲବ୍ୟନଗର ଅଂଚଳରେ ଥିବା ଏକ ପିଜା…