Latest Odisha News

BREAKING NEWS

ଆମ୍ବୁଲାନ୍ସକୁ ଅପବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ: ବାଗଚୀ

ଭୁବନେଶ୍ୱର: ଆମ୍ବୁଲାନ୍ସର ଅପବ୍ୟବାର କଲେ ଆଉ ତ୍ରାହି ନହିଁ । ରୋଗୀଙ୍କ ବଦଳରେ ପାସେଂଜର ବୋହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ତାଲାବନ୍ଦ ସମୟରେ ମେଡିକାଲ କାମ କିମ୍ବା କରୋନା ମୁକାବିଲା ଛଡା ଅନ୍ୟ କୌଣସି କାମରେ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ ।…

ଓଡିଶା ସିନେ ୱାର୍କର୍ସଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ନିବେଦନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ଯୋଗୁଁ ଓଡିଶା ମୋସନସ୍ ଫିକ୍‌ଚର୍ସ ଟେକ୍ନିସିଆନ ଓ ୱାର୍କର୍ସ ଆସୋସିଏସନର ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅନୁଭବ ମହାନ୍ତି ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦ ଅନୁଭବ ଦେଇଥିବା ଏକ…

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା…

ଭୋଡ୍‌କା ପିଇଲେ ହେବନି କରୋନା !

ମସ୍କୋ: ଭୋଡକା ଦୂରେଇବ କରୋନା ସଂକ୍ରମଣ । ଭୋଡକା ପିଇଲେ ହେବନି କରୋନା । ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠୁ ରାଜଧାନୀ ମସ୍କୋରେ ଲକଡାଉନ୍ ପାଳନ କରିଛନ୍ତି । ହେଲ…

କନିକାଙ୍କ ପିଛା ଛାଡୁନି କରୋନା; ୫ମ ରିପୋର୍ଟ ବି ପଜିଟିଭ

ଲକ୍ଷ୍ନୌ: ଅଡୁଆରେ ବଲିଉଡ କଣ୍ଠଶିଳ୍ପୀ କନିକା କପୁର । କରୋନାଭାଇରସ ତାଙ୍କ ପିଛା ଛାଡୁନି । ପ୍ରଥମ କି ଦ୍ୱିତୀୟ ନୁହେଁ କନିକାଙ୍କ ପଞ୍ଚମ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । କରୋନା ରୋଗୀଙ୍କ ଠାରୁ ପ୍ରତି ୪୮ ଘଣ୍ଟାରେ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଏ । କନିକା କପୁରଙ୍କ…

ନିଜାମୁଦ୍ଦିନ ସମ୍ମିଳନୀରେ ସାମିଲ ହୋଇଥିଲେ ଓଡ଼ିଶାର ୧୫ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର ଚେର ଲମ୍ବାଇବାରେ ଲାଗିଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଗ ଜାମାତା ମରକଜରେ ଆୟୋଜିତ ହୋଇଥିବା ଧାର୍ମିକ…

ଯାନବାହାନ ପାସ୍‌ର ଅପବ୍ୟବହାର କରନ୍ତୁନି: ପୋଲିସ କମିଶନର

ଭୁବନେଶ୍ୱର: ଜରୁରୀକାଳୀନ ସେବା ପାଇଁ ଦିଆଯାଇଥିବା ଯାନବାହାନ ପାସ୍‌ର ଅପବ୍ୟବହାର ହେଉଛି । ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କେବଳ ଘରୁ ଅଫିସକୁ ଯାତାୟତ ପାଇଁ ଦିଆଯାଇଥିବା ପାସ୍‌ର ଲୋକେ ଅପବ୍ୟବହାର କରୁଥିବା ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟରରେ ସୂଚନା…

କରୋନା ସହିତ ଲଢେଇ: ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ପୋଲିସଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶ ସମେତ ଓଡ଼ିଶାରେ ଚାଲିଛି ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ ସମୟରେ ଓଡ଼ିଶା ପୋଲିସର ହଜାର ହଜାର ପୋଲିସ କର୍ମଚାରୀ ରାତି ଦିନ ଅଖିଆ ଅପିଆ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଲାଗି ପୋଲିସ…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…

କରୋନା ଲକଡାଉନ: ୯ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

କେନ୍ଦୁଝର: ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୦୮ ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କୋଭିଡ-୧୯ ଲକଡାଉନ ମଧ୍ୟରେ ଆମ୍ବୁଲାନ୍ସରେ ୯ଜଣ ପର୍ଯ୍ୟଟକ ଯାଉଥିଲେ । ଗାଡିଟିକୁ ଜବତ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତେବେ କରେନାଭାଇରସ ସଂକ୍ରମଣକୁ ରୋକିବା ପାଇଁ…