Latest Odisha News

BREAKING NEWS

ଦିଲ୍ଲୀ ହିଂସା: ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ ହୋଇଥିବାା ହିଂସାରେ ଦିଲ୍ଲୀରେ ଭୟାବହ ରୂପ ଧାରଣ କରିଛି । ଏହି ହିଂସାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନ୍ୟ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ହିଂସାକୁ ରୋକିବାର…

ବାବୁସାନଙ୍କ ନୂଆ ଅବତାର…

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟକ ବାବୁସାନ୍। ବିଭିନ୍ନ ସମୟରେ ସେ ଅନେକ ଚରିତ୍ରରେ ନଜର ଆସିଛନ୍ତି। ବାବୁସାନ ଅଭିନୟ କରିଥିବା ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ପ୍ରତିଫଳନ କରାଇବାରେ ସେ ସଫଳ ହୋଇଛନ୍ତି। ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବାବୁସାନ…

ମନ୍ଦିରରେ ମହାଦେବଙ୍କ ପ୍ରତିମାର ଉଚ୍ଚତା ବଢୁଛି ; ଜାଣନ୍ତୁ ଏହି ଶୈବପୀଠ ବିଷୟରେ

ଭୁବନେଶ୍ୱର: ଓଡ଼ିଶାରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାର ପ୍ରାକୃତିକ ଶୋଭା ଲୋକଙ୍କୁ ଆକର୍ଷିତ କରେ । ଯାଜପୁରର ମହାବିନାୟକ ପୀଠ ଏଥିମଧ୍ୟରୁ ଅନ୍ୟତମ । ମହାଦେବଙ୍କ ମନ୍ଦିର ସାଙ୍ଗକୁ ଏଠାରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ । ଯାଜପୁର ଜିଲ୍ଳା ଚଣ୍ଡିଖୋଲରେ ଥିବା ଏହି…

ରାୟଗଡା ଜିଲ୍ଲାରେ ସ୍କୁଲ ଡ୍ରପ ଆଉଟ୍ ହାର ସର୍ବାଧିକ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ନେଇ ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଥ୍ୟ ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡା ଜିଲ୍ଲାରେ ସର୍ବାଧିକ ୧୧.୬୭% ଡ୍ରପ ଆଉଟ୍ ହାର । ସେହିଭଳି…

ଖାଦ୍ୟ ସୁରକ୍ଷା ଆଇନ: ଓଡ଼ିଶାରେ ଆଇରିସ୍ ସ୍କାନିଂ ମାଧ୍ୟମରେ ହିତାଧିକାରୀଙ୍କ ଚିହ୍ନଟ ହେବ

ଭୁବନେଶ୍ୱର: ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନ (ଏଫଏସଏ) ଯୋଜନା ଅନ୍ତର୍ଗତ ଯେଉଁ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ଯୋଗାଇ ଦିଆଯାଇଛି ସେମାନଙ୍କର ଖୁବଶିଘ୍ର ଆଇରିସ୍ ସ୍କାନିଂ କରାଯାଇ ଯାଞ୍ଚ କରିବେ ରାଜ୍ୟ ସରକାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ନୟାଗଡରୁ ବନ୍ଧା ହେଲେ ୨ ନକଲି ମ୍ୟାଟ୍ରିକ ପରୀକ୍ଷାର୍ଥୀ

ନୟାଗଡ଼: ମାଧ୍ୟମିକ ଶିକ୍ଷା ପରିଷଦର ଶତ ଚେଷ୍ଟା ପରେ ମଧ୍ୟ ମ୍ୟାଟ୍ରିକ ପରୀକ୍ଷାରେ ବଜାୟ ରହି ପାରୁନାହିଁ ସ୍ୱଚ୍ଛତା । ପ୍ରତ୍ୟେକ ଦିନ କୌଣସି ନା କୌଣସି ଅବ୍ୟବସ୍ଥା ସାମ୍ନାକୁ ଆସୁଛି । ବୁଧବାର ଗଣିତ ପରୀକ୍ଷା ଚାଲିଥିବା ବେଳ ୨ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସ ଗିରଫ କରିଛି ।…

ଦିଲ୍ଲୀ ହିଂସା ନେଲା ଆଉ ଜଣେ କନେଷ୍ଟବଳଙ୍କ ଜୀବନ, ଡ୍ରେନରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଗୁଇନ୍ଦା…

ରିକର୍ଭ ପୁରୁଷ ଇଭେଂଟରେ ଓଡିଶାକୁ ସ୍ୱର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ୍‌ଙ୍କୁ ରୌପ୍ୟ

ଭୁବନେଶ୍ୱର:ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ କ୍ରୀଡାରେ ଓଡିଶା ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଛି । ରିକର୍ଭ ପୁରୁଷ ବିଭାଗରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡ୍ରଷ୍ଟିଆଲ ଟେକ୍ନୋଲୋଜିର ରଞ୍ଜିତ ନାୟକ, ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି ପଂଜାବୀ ୟୁନିଭରସିଟିର ପୱନ,…

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଥପ୍ପଡ’

ଭୋପାଲ: ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ଥପ୍ପଡ’ । ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ଫିଲ୍ମଟିକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଲନାଥ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । मध्यप्रदेश में…

ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ: ଶାନ୍ତି ବଜାଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ନଗରିକତା ଆଇନକୁ ବିରୋଧ କରି ଜଳୁଛି ଦେଶର ରାଜଧାନୀ। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟ ହିଂସା ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ୨୦ ରୁ ଉର୍ଦ୍ଧ୍ବ ପ୍ରାଣ ହାନି ଘଟିଲାଣି । ଦେଶର ରାଜଧାନୀରେ ଏପରି ଅପ୍ରୀତିକର…