‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଡ଼ିଜିଟାଲ୍ ସମ୍ପନ୍ନ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ବ୍ୟବହୃତ କିଛି ଜିନିଷ ଗୁଡ଼ିକୁ ନେଇ ୬ଟି ଗ୍ୟାଲେରୀ ରହିଛି । ଏହି…