ହମୀରପୁର ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ପୋଲିସ
ରାଇଗଡ: କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ହତ୍ୟା ମାମଲାରେ ଅନୁପ ସାଏଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଛି ଛତିଶଗଡ ପୋଲିସ । ମେ ୭, ୨୦୧୬ ମସିହାରେ ହମୀରପୁର ଜଙ୍ଗଲରେ ମାଆ, ଝିଅଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି…