ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ଲାଗି ୧୨୫୦ କିମି ଚାଲିଲେ ପାରେକର
ଖରଗେନ:ମଧ୍ୟପ୍ରଦେଶର ୬୩ ବର୍ଷୀୟ ତାରକ ପାରକର ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ପାଇଁ ୧୨୫୦ କିଲୋମଟର ଚାଲିଲେ । ଖରନେରୁ ଯାତ୍ରା ଆରମ୍ଭ କରି ସେ ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ପହଂଚିଥିଲେ ।
ଏହା ପୂର୍ବରୁ ନିଶା କବଳରୁ ଯୁବ ପିଢ଼ୀଙ୍କୁ ଦୂରେଇ ରହିବା…