କେଜ୍ରିୱାଲ୍ ଆଗୁଆ, ପଛରେ ପଡ଼ିଛନ୍ତି ସିସୋଦିଆ; ଆପ୍ – ୫୮, ବିଜେପି – ୧୨, କଂଗ୍ରେସ – ୦
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଅନ୍ତିମ ଫଳାଫଳ ଆଉ କିଛି ସମୟ ମଧ୍ୟରେ ଘୋଷଣା ହେବାକୁ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ୫୮ଟି ଆସନରେ ଆଗୁଆ ରହିଛି । ଗତ ୨୦୧୫ ନିର୍ବାଚନରେ ୩ଟି ଆସନ ପାଇଥିବା ଭାରତୀୟ ଜନତା ପାର୍ଟି…