Latest Odisha News

BREAKING NEWS

ମାଡାମ ତୁଷାଦ ମ୍ୟୁଜିୟମରେ କାଜଲ ଅଗ୍ରୱାଲ

ମୁମ୍ବାଇ: ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଲେ ସାଉଥ ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସିଙ୍ଗପୁରରେ ଥିବା ମାଡାମ ତୁଷାଦ ମ୍ୟୁଜିୟମରେ କାଜଲଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଏହାର ଉଦ୍‌ଘାଟନ ସେ ନିଜେ କରିଛନ୍ତି । ଏଥିପାଇଁ ସେ ନିଜ ପରିବାର ସହ ସିଙ୍ଗାପୁର…

କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧: ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ରେ ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟିର ଅନୁଦାନ ମିଳିଛି । ତେବେ, ଗତବର୍ଷ ଓଡିଶାକୁ ୪୫୯୩ କୋଟି ଟଙ୍କା ମିଳିଥିଲା । ବଜେଟରେ ପୂର୍ବତଟ ରେଳପଥକୁ ମୋଟ୍ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ସର୍ବାଧିକ…

ରେଳ ବଜେଟ୍ ୨୦୨୦: ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ଭିତ୍ତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କା ଅନୁଦାନ ମିଳିଛି । ତେବେ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ଚାଲୁ ବିତ୍ତବର୍ଷର ତୃତୀୟ ତ୍ରୟମାସିକରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି !

ନୂଆଦିଲ୍ଲୀ: ଦୁରସଂଚାର କମ୍ପାନୀ ଭାରତୀ ଏଆରଟେଲ କୁ ଚଳିତ ବିତ୍ତ ବର୍ଷର ତୃତୀୟ ତ୍ରୟମାସିକ ( ଅକ୍ଟୋବର ରୁ ଡ଼ିସେମ୍ବର) ରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି | ସୂଚନାଯୋଗ୍ୟ ଯେ, ପୂର୍ଵ ବିତ୍ତ ବର୍ଷ ୨୦୧୮-୧୯ ଏହି ତ୍ରୟମସିକ ରେ ଏହି କମ୍ପାନୀ କୁ ୮୬ କୋଟି ଲାଭ ହୋଇଥିଲା |…

ଉଦ୍ଧାର ହେଲା ‘ଫିସିଂ କ୍ୟାଟ୍‌’; ଲୋକଙ୍କ ପ୍ରଶଂସନୀୟ ଉଦ୍ୟମ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ !

ଭୁବନେଶ୍ୱର: ଆଜି କାଲି କେହି କାହାରିକୁ ସାହାଯ୍ୟ କରିବା ଲାଗି କୁଣ୍ଠାବୋଧ କରୁଥିଲେ ମଧ୍ୟ ଏକ ବିରଳ ଯନ୍ତୁକୁ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠରେ ଏହି ଫିସିଂ କ୍ୟାଟକୁ ଲୋକମାନେ ବହୁ କଷ୍ଟ ସ୍ୱୀକାର କରି ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟର ଭିଡ଼ିଓ…

କରୋନା ଭାଇରସ ବିପଦ ସତ୍ୱେ ଚୀନ ରେସଲର ଭାରତ ଆସିବେ

ନୂଆଦିଲ୍ଲୀ :କରୋନା ଭାଇରସ ବିପଦ ଥିବା ସତ୍ୱେ ଭାରତୀୟ କୁସ୍ତି ମହାସଂଘ ଖେଳୁଆଡ ମନୋଭାବ ନେଇ ଚୀନ ରେସଲରଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛି । ଡବ୍ଲ୍ୟୁଏଫଆଇ ଚାମ୍ପିୟନଶିପ ପାଇଁ ଚୀନର ୪୦ ସଦସ୍ୟ ଭାରତ ଗସ୍ତରେ ଆସିବାର ଥିଲା । କରୋନା ଭାଇରସ ପରେ ସେମାନଙ୍କ ଆସିବା ନେଇ ସନ୍ଦେହ…

ଦିଲ୍ଲୀ ବିଧାନସଭାରୁ ଚୋରି : ଧରାପଡିଲେ ଚୋର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଚୋରି ଖବର ଶୁଣିବା ମାତ୍ରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ପ୍ରକୃତରେ ଏହା ସତ୍ୟ, ଏଥିରୁ ଦିଲ୍ଲୀର ସୁରକ୍ଷାବ୍ୟବସ୍ଥା କିପରି ତାହା ସ୍ପଷ୍ଟ ହୋଇଯାଇଛି । ସବୁଠାରୁ ବଡ କଥା ଏହି ଚୋରମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନ ଥିଲେ ।…

ଦିନକୁ ରୋଜଗାର ୨.୫ ଲକ୍ଷ ଟଙ୍କା : କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରି ଚାକରିରୁ ନିଲମ୍ବିତ

ଲଣ୍ଡନ: ଲଣ୍ଡନର ସିଟି ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବକ ସାମାନ୍ୟ ଲୋଭ ଯୋଗୁ ବଦନାମ ହେବା ସହ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ପାରସ ଶାହ ନାମକ ଏହି ବ୍ୟକ୍ତି ଜଣେ ଯୋଗ୍ୟତାସମ୍ପନ୍ନ କର୍ମଚାରୀ ଅଟନ୍ତି । ମାତ୍ର ଷ୍ଟାଫ କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରିବା ତାଙ୍କ…

ଖଣି ଆବଣ୍ଟନ ପ୍ରକ୍ରିୟା: ଜେଏସଡ଼ବ୍ଲ୍ୟୁକୁ ମିଳିଲା ୩ୟ ଲୁହାପଥର ଖଣି

ଭୁବନେଶ୍ୱର: ଏବେ ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଜେଏସଡ଼ବ୍ଲ୍ୟୁ ଷ୍ଟିଲ୍ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି । ଜେଏସଡ଼ବ୍ଲ୍ୟୁ ଖଣି ବିକ୍ରିମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତିି…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଗୀତ, ଦେଖନ୍ତୁ ଆୟୂଷ୍ମାନଙ୍କ ଡିଫରେଂଟ ରୋମାନ୍ସ

ମୁମ୍ବାଇ: ଯେତିକି ଚର୍ଚ୍ଚାରେ ଅପକମିଂ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନର କାହାଣୀ ସେତିକି ଖବରରେ ରହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।ସବୁବେଳେ ଭିନ୍ନ ଭିନ୍ନ ସ୍ୱ।ଦର କାହାଣୀ ସହ ପରଦାକୁ ଆସୁଥିବା ଆୟୁଷ୍ମାନ ଏଥରକ ମଧ୍ୟ କିଛି ନୂଆ ମନୋରଞ୍ଜନ ଖୋରାକ ଦେବେ । ଏବେ ଆସିଛି ଫିଲ୍ମର ଆଉ…