Latest Odisha News

BREAKING NEWS

ଡରେଇବାକୁ ଆସିଲା ଭିକି କୌଶଲଙ୍କ ନୂଆ ଫିଲ୍ମ ଭୁତ୍‌-୧

ମୁମ୍ବାଇ: ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକର ନାୟକ ଭିକି କୌଶଲଙ୍କୁ ଭୂତ-୧ ଦି ହଂଟେଡ ଶିପ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ନିଶ୍ଚିତ ଭାବେ ଦର୍ଶକଙ୍କୁ ଡରାଇବ ବୋଲି ଆଶା କରାଯାଉଛି । ଟ୍ରେଲରରେ ସେ ସି ବାର୍ଡ ନାମକ ଏକ ଜାହଜ ମଧ୍ୟରେ ପ୍ରବେଶ କରୁଛନ୍ତି ।…

ଗାନ୍ଧିଜୀଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ, କଂଗ୍ରେସର କଡା ସମାଲୋଚନା

ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍‌ଡେ । ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀ ସ୍ୱାଧୀନ ଭାରତ ପାଇଁ କରିଥିବା ଲଢ଼େଇ ଏକ ଡ୍ରାମା…

କେରଳରେ ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ

ଥିରୁବନନ୍ତପୁରମ : ଡରାଉଛି କରୋନା । କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଂଚିଲା । ଭାରତର ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ କେରଳର କସରଗୋଡରେ ଚିହ୍ନଟ ହୋଇଛି । କେରଳର ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୂନା ପଜିଟିଭ ଆସିବା ପରେ ଆଉ ଜଣେ ରୋଗୀଙ୍କୁ କରୋନା ଆକ୍ରାନ୍ତ ଥିବା…

ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ଭୋଟର୍ ନିଷ୍ପତ୍ତି ନେବେ; କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏବେ ଜୋରସାର୍ ନିର୍ବାଚନ ପ୍ରଚାରରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆପ ପକ୍ଷରୁ ଜୋରଦାର୍ ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ…

ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା: ସିସିଟିଭି ନଜରରେ ରହିବ ସମ୍ବେଦନଶୀଳ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୬୦ ହଜାର ୮୯୧ ପାରୀକ୍ଷାର୍ଥୀ ପାରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ୩୦୭…

ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ‘ଆଡ଼ମିଟ କାର୍ଡ’ ଡାଉନଲୋଡ, ଜାଣନ୍ତୁ…

କଟକ: ଆସନ୍ତା ଫେବୃଆରୀ ୬ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ମିଳିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା ଫେବୃଆରୀ ୧୯ ତାରିଖରୁ ରାଜ୍ୟର ୨୮୮୮ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ସୋମବାର ଡିନ ବୋର୍ଡ଼ ଅଧିକାରୀ ପ୍ରଦାନ କରିଥିବା…

ସୁଧୁରିବ ଶିକ୍ଷାର ଗୁଣବତ୍ତା; ପିଲାଙ୍କ ପରୀକ୍ଷା ଖାତା ଦେଖିବେ ଅଭିଭାବକ

ଭୁବନେଶ୍ୱର : ପିଲାଙ୍କ ପରୀକ୍ଷା ଖାତା ଦେଖିବେ ମାତା ପିତା ଓ ଅଭିଭାବକ । ସରକାରୀ ସ୍କୁଲରେ ଶିକ୍ଷାର ଗୁଣବତ୍ତାକୁ ସୁଧାରିିବା ପାଇଁ ପିଲାଙ୍କ ମାତା ପିତା ଓ ଅଭିଭାବକଙ୍କୁ ନିଜ ମିଶନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ…

ବଜେଟ୍ ଅଧିବେଶନ: ‘ଗୁଳି ମାରିବା ବନ୍ଦ କର’ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର । ସୋମବାର କିଛି ଏଭଳି ନାରାରେ କମ୍ପିଥିଲା ସଂସଦ ଗୃହ । ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ନେତାମାନେ ନିଜ ଆସନରେ ଠିଆ ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ ।…

ବିଜ୍ଞାନ ଯୁଗରେ ଆଜିବି ରହସ୍ୟ ହୋଇ ରହିଛି ଏହିସବୁ କଥା…

ଭୁବନେଶ୍ୱର: ସମୟ ସହ ପାଦଦେଇ ବିଜ୍ଞାନ ଅଗ୍ରଗତି କରି ଚାଲିଛି । ବିଜ୍ଞାନ ଆଜି ସେହିସ୍ଥାନରେ ପହଞ୍ଚି ସାରିଛି ସେ କୌଣସି କଥା ଆଉ ଅସମ୍ଭବ ଲାଗୁନାହିଁ । ସେ ଜହ୍ନ ରାଇଜର ପାଦ ଥାପିବା ହେଉ କି ଆକାଶରେ ଉଡିବା ହେଉ । ତେବେ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଏତେ ସଫଳତା ପରେ ଆଜି ମଧ୍ୟ ଅନେକ କଥା…

ଦେଖନ୍ତୁ ଭିଡ଼ିଓ; ବିଶ୍ୱର ସବୁଠାରୁ ଲମ୍ବା କାର୍‌, ଯାହା ଉପରେ ଅବତରଣ କରୁଛି ହେଲିକ୍ୟାପ୍ଟର !

ଭୁବନେଶ୍ୱର: ଯୁଗ ଯେତିକି ଆଗକୁ ଯାଉଛି ଟେକ୍ନୋଲୋଜି ମଧ୍ୟ ସେତିକି ସୁଦୃଢ଼ ହୋଇ ହୋଇ ଯାଉଛି। କାର ଚଲାଇବା କାହାର ବା ପସନ୍ଦ ନୁହେଁ । ଯାହା ପାଖରେ ଯେତେ ଟଙ୍କା ଅଛି ସେମାନେ ସେତେ ଅଧିକ ସୁଖସୁବିଧା ଯୁକ୍ତ ଗାଡି ଚଳାଇବାକୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ…