ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !
ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ।
ଦେଶରେ ବଢୁଥିବା ମାତୃହାର କମାଇବ ପାଇଁ…