ଓଡ଼ିଶାରେ ବଢୁଛି ସବୁଜ ସମ୍ପଦ; ସୃଷ୍ଟି ହୋଇଛି ୨୭୪ ବର୍ଗ କିମି ନୂଆ ଜଙ୍ଗଲ
ଭୁବନେଶ୍ୱର: ଓଡ଼ିଶାରେ ଜଙ୍ଗଲ ଆଶାତୀତ ଭାବେ ବୃଦ୍ଧି ପାଇଛି । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ୨୦୧୭ ତୁଳନାରେ ୨୦୧୯ ରେ ଓଡ଼ିଶାରେ ଥିବା ଜଙ୍ଗଲ .୫୩ % ବୃଦ୍ଧି ଘଟିଛି ।
ଏହାଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ରେ ରିପୋର୍ଟ…