ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି ।
ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା…