Latest Odisha News

BREAKING NEWS

ଦେଶ ପାଇଁ ସହିଦ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ…

‘ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ’ର ୫ମ ସଂସ୍କରଣ; ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ମସିହା ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ (ଟିଏସ୍ବିଏଲ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବା ନେଇ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ସାହିତ୍ୟୋତ୍ସବରେ ୩ ଦିନ ଧରି ସଂଗୀତ, ନୃତ୍ୟ ଓ ମଂଚ…

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ…

ଭିଣୋଇଙ୍କ ମୃତ୍ୟୁ ଶୋକରେ ନୂଆବର୍ଷ ପାଳିବେ ନାହିଁ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ଵାମୀ ସୋନି ମେହେଟ୍ଟାଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି ଭିଣୋଇଙ୍କ ମୃତ୍ୟୁ ଶୋକରେ ଦୁଃଖିତ ଥିବା ନବୀନ ଚଳିତଥର ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାସହ…

ଜାତୀୟ ଉସୁ ଚାମ୍ପିୟନସିପ୍: ଅନୁଗୁଳର ଦିବ୍ୟମୋହନଙ୍କୁ ରୌପ୍ୟ ପଦକ

ଅନୁଗୁଳ: ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିଲା '୨୮ ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ ୨୦୧୯' । ଏଥିରେ ଅନୁଗୁଳ ଜିଲ୍ଲାର ଦିବ୍ୟମୋହନ ପ୍ରଧାନଙ୍କୁ ରୌପ୍ୟ ମିଳିଥିବା ସୂଚନା ମିଳିଛି ।…

କବି ସୁରେଶ ନାୟକ ପାଇଲେ ମହୁରି ସମ୍ମାନ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ପତ୍ରିକା ‘ମହୁରି’ର ଦ୍ୱାଦଶ ବାର୍ଷିକୋତ୍ସବ ‘ମହୁରି ମହୋତ୍ସବ’ ସ୍ଥାନୀୟ ହୋଟେଲ୍ ସେଣ୍ଡିସ୍ ଟାୱାର୍ଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ୍ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଉଦ୍ଘାଟନ କରିଥିବା ବେଳେ…

ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ପାଇଁ କ’ଣ କରାଯାଇଛି ବ୍ୟବସ୍ଥା

ପୁରୀ: ନୂଆବର୍ଷ ପାଇଁ ସବୁଠି ଉତ୍ସାହର ମାହୋଲ । କେଉଁଠି ନୂଆବର୍ଷକୁ ପାଳନ କରିବାକୁ ଲୋକେ କ୍ଲବ ଡିସ୍କୋରେ ଜିରୋ ନାଇଟ ସେଲିବ୍ରେସନ କରୁଛନ୍ତି ତ ଆଉ କେଉଁଠି ଠାକୁର ଦର୍ଶନ କରି ଲୋକେ ନୂଆବର୍ଷର ଆରମ୍ଭ କରୁଛନ୍ତି। ତେବେ ଆପଣ ଯଦି ଉଭୟ ଜିରୋ ନାଇଟ ଓ ଠାକୁର ଦର୍ଶନର ମଜ୍ଜା ନେବାକୁ…

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି; ଜାଣନ୍ତୁ କେଉଁଠି କରିବେ ଗାଡି ପାର୍କିଂ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନୂଆବର୍ଷର ନୂଆ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପୁରୀରେ ଲାଗି ରହିବ। ଭକ୍ତଙ୍କ ସୁରକ୍ଷା ଓ…

ଶ୍ରୀଜଗନ୍ନାଥଙ୍କ ପ୍ରତି ନବୀନଙ୍କ ଅତୁଟ ଭକ୍ତିଭାବନା ଯୋଗୁଁ ହିଁ ‘ଐତିହ୍ୟ କରିଡ଼ର୍ ଯୋଜନା’ ସମ୍ଭବ ହେଲା: ପାଣ୍ଡିଆନ୍

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର୍ ଯୋଜନାର ପରିକଳ୍ପନା ୨୦୧୬ ମସିହାରେ ହୋଇଥିଲା । ଏହି ଯୋଜନାଟି ଆଜି ସଫଳ ରୂପାୟନ ନେଉଛି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଭାବନା ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି…