Latest Odisha News

ଗାୟକ ସୁରେନ୍ଦ୍ରନାଥ ଛୋଟରାୟ; ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର

ଭୁବନେଶ୍ୱର: ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୯ ରିଖ ରବିବାର ଧନୁ ୧୪ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ…

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର ୧୬ତମ ପ୍ରତିଷ୍ଠା ଉତ୍ସବ…

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ନୂତନ କୁଳପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଫେସର ତ୍ରିପାଠୀ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଆଇଜିଏନ୍ଟିୟୁ (ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି)ର ଇତିହାସ ବିଭାଗର…

ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବର ତୃତୀୟ ସଂନ୍ଧ୍ୟା: ଦର୍ଶକଙ୍କୁ ଆକର୍ଷିତ କଲା ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ…

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ଦିବସ । ପ୍ରତିଦିନ ପରି ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ…

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ‘ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଡଃ ମୋହନ ଡି ରାଓ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୋ÷ଜନ୍ୟମୂଳକ ସାକ୍ଷାତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କୁକ୍ଭିଲେ ସ୍ଥିତ ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର…

ଯାତ୍ରୀବାହୀ ବସ-ସାଇକେଲ ମୁହାଁମୁହିଁ ଧକ୍କା; ମା’ ଓ ପୁଅ ଗୁରୁତର ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଜପଥରେ ଏକ ମର୍ମନ୍ତୁଦ ସଡ଼ଖ ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦାରୁ ବେତନଟି ଯାଉଥିବା ଲକି ନାମକ ଏକ ଘରୋଇ ଯାତ୍ରୀ ବାହି ବସ ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କଲେଜ ଛକ…

ବିଦାୟ ୨୦୧୯: ଚର୍ଚ୍ଚିତ ଫିଲ୍ମ ଭାବେ ସମସ୍ତଙ୍କୁ ପଛରେ ପକାଇଲା ‘ୱାର୍’ ଓ ‘କବୀର ସିଂ’ !

ମୁମ୍ବାଇ: ୨୦୧୯ରେ ବଲିଉଡର କେତେକ ଫିଲ୍ମ ବେଶ୍ ଚର୍ଚ୍ଚିତ ରହିଥିଲା । ଏଥର ବିଭିନ୍ନ ଧରଣର ଫିଲ୍ମ ଦର୍ଶକମାନେ ଦେଖିବାକୁ ପାଇଲେ । ଚିରାଚରିତ ବ୍ୟବସାୟିକ ଫିଲ୍ମରୁ ଦର୍ଶକଙ୍କ ରୁଚି ବଦଳିବାରେ ଲାଗିଛି । ଯାହା କି ଏକ ଶୁଭ ସଙ୍କେତ । ଆସନ୍ତୁ ଏହି ଫିଲ୍ମଗୁଡିକ ବିଷୟରେ ଆଲୋଚନା କରିବା ।…

ଶୀତରେ ସମଗ୍ର ଓଡ଼ିଶା ଥରହର; ଜାଣନ୍ତୁ ଏହିସବୁ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର: ସମଗ୍ର ଓଡ଼ିଶା ଏବେ ପ୍ରବଳ ଶୀତର ପ୍ରକୋପରେ ଥରହର । ଦିନ ଦ୍ୱିପ୍ରହରରେ ଥରିଯାଉଛି ଦେହ । ସୂର୍ଯ୍ୟ କିରଣ ନପଡୁଥିବା ଯୋଗୁଁ ଲୋକେ ଆଉ ବାହାରକୁ ବାହାରିବାକୁ ଇଛା ପ୍ରକାଶ କରୁନାହାନ୍ତି । ସବୁଠାରୁ ବଡ଼କଥା ହେଲା ସୋନପୁରର ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକଡର଼୍ କରାଯାଇଛି…

ଜନ୍ମଦିନ ବିଶେଷ: ପ୍ରତ୍ୟେକଙ୍କୁ ପ୍ରେରଣା ଦିଏ ରତନ ଟାଟା ଓ ଧିରୁଭାଇ ଅମ୍ବାନୀଙ୍କ ସଫଳ କାହାଣୀ…

ଯେବେବି କୌଣସି ବଡ଼ ବିଜିନେସ କରୁଥିବା ଲୋକଙ୍କ କଥା ଉଠେ ସବୁଠୁ ପ୍ରଥମେ ନାଁ ଆସେ ଧିରୁଭାଇ ଅମ୍ବାନୀ ଓ ରତନ ଟାଟା | ଆଜି ହେଉଛି ପ୍ରମୁଖ ବିଜିନେସ ମ୍ୟାନ ରତନ ଟାଟା ଙ୍କ ୮୨ତମ ଜନ୍ମଦିନ | ଟାଟା କମ୍ପାନୀ ସମୂହ ଦେଶର ହେଉଛନ୍ତି ଦ୍ୱିତୀୟ ସବୁଠୁ ବଡ଼ ବିନିନେସ ଗୃପ | ଟାଟା କୁ ଏତେ…