ମହିଳାଙ୍କ ପାଇଁ ନୂଆ ଫିଚର ସହ ଆସୁଛି ରୟାଲ ଏନଫିଲଡ !
ଭୁବନେଶ୍ୱର: ରୟାଲ ଏନଫିଲଡ଼, ଯାହା ନିଜର ଭାରି ରେଟ୍ରୋ ମଟର ସାଇକେଲ ପାଇଁ ପ୍ରସିଦ୍ଧ ଅଟେ , ତାହା ଏବେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ହାଲୁକା ଓ ଶସ୍ତାରେ ମୋଟରସାଇକେଲ ଆଣିବାକୁ ଯାଉଛି ।
ତେବେ ଏହାକୁ ଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍…