Latest Odisha News

BREAKING NEWS

ନୂଆବର୍ଷରୁ ଥରିବ ଓଡିଶା, ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଜୋତା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ ନରେଲା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ ଜୋତା ଫ୍ୟାକ୍ଟ୍ରିରେ ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1209324861710954496?s=08…

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା; ୪ ଯାତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ସ୍ଥିତ ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ…

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି । କିନ୍ତୁ ବର୍ତ୍ତମାନ…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ…

କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା

ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍…

ଜଙ୍ଗଲ: ସରକାର ବନାମ ଆଦିବାସୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ଦିଲ୍ଲୀ ବା ଭୁବନେଶ୍ୱେରରୁ ଲୋକମାନଙ୍କ ପାଇଁ ତିଆରି କରାଯାଉଥିବା ବିକାଶ ଯୋଜନା ଓ ଲୋକମାନେ ନିଜ ପାଇଁ ଭାବୁଥିବା ବିକାଶର ପରିକଳ୍ପନା ଭିତରେ ଆକାଶ ପାତାଳ ତଫାତ୍ ଅଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର  ତା ୨୪ ରିଖ  ମଙ୍ଗଳବାର ଧନୁ ୯ ଦିନ ପୌଷ ମାସ କୃଷ୍ଣ ପକ୍ଷ  ତ୍ରୟୋଦଶୀ  ତିଥି  ଅନୁରାଧା  ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ମୋବାଇଲରୁ ପରାମର୍ଶ ନେଲେ; ଜାଣନ୍ତୁ ପଶୁପାଳନ କରି କିପରି ପ୍ରଚୁର ରୋଜଗାର କଲେ !

ଜଗତସିଂହପୁର: ଏବେ ହେଉଛି ହାଇ-ଟେକର ଯୁବ । ଏଯୁଗରେ ଯଦି ସବୁ କ୍ଷେତ୍ରରେ ହାଇ-ଟେକର ବ୍ୟବହାର ହେଉଛି ତେବେ ଆମେ ଚାଷରେ ଏହାକୁ କାହିଁକି ଉପଯୋଗ କରିପାରିବା ନାହିଁ? ପଶୁପାଳନ ପରି ଲାଭଜନକ ଚାଷରେ ରୋଗ ଉପଶମ ଏବଂ ଚିକିତ୍ସା ପଦ୍ଧତି ତଥା ପଶୁଧନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି କେତେକ…