Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।…

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…

ଭୁବନେଶ୍ୱରରେ ଲଞ୍ଚ ହେଲା ‘ସ୍ୱିଗି ଗୋ’ ସେବା

ଭୁବନେଶ୍ୱର: ଖାଦ୍ୟ ବିତରଣ ସଂସ୍ଥା ‘ସ୍ୱିଗି’ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ ହେବାକୁ ଯାଉଛି । ଏହି ସେବା ଆପଣଙ୍କ ଘର ଠାରୁ ଅଫିସ୍ ଯାଏଁ ଲଣ୍ଡ୍ରୀ, ଭୁଲି ଯାଇଥିବା ଚାବି, ଲଞ୍ଚ ବାକ୍ସ ଓ ଜରୁରୀ ଡକୁମେଣ୍ଟ ଆଦି ଆପଣଙ୍କ ପାଖରେ ପହଞ୍ଚାଇପାରିବ। ଏପରିକି ଜିନିଷ ନେବା…

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତି ପ୍ରାୟ ୨ଟା ବେଳେ କେନ୍ଦ୍ରାପଡା ଜିଲ୍ଲା ପୁରୁଣା ସହରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିବାନେଇ…

ରବି କୁମାରଙ୍କ ସମେତ ୪ ଜଣଙ୍କୁ ବାସନ୍ଦ କଲା ନାଡା

ଭୁବନେଶ୍ୱର: ବିଶ୍ୱକପ୍ ପଦକ ବିଜେତା ତଥା ବନ୍ଧୁକଚାଳକ ରବି କୁମାର ଜାତୀୟ ଡୋପିଂ ନିରୋଧି ସଂସ୍ଥା(ନାଡା)ର ଶୃଙ୍ଖଳାଗତ ପ୍ୟାନେଲ(ଏଡିଡିପି)କୁ ବୁଝାଇବାରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା…

ଟ୍ରକ୍-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ କୌଣସି କାରଣବଶତଃ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଅଚାନକ ଗାଡିରେ ନିଆଁ…

ପାରାଦୀପରେ ଜଳିଗଲା ୩ ଦୋକାନ, ବହୁ ସମ୍ପତ୍ତି ନଷ୍ଟ

ପାରାଦୀପ: ପାରାଦୀପ ଅନ୍ତର୍ଗତ ଗେଟ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୩ଟି ଦୋକନ ଜଳି ଧୂଳିସାତ ହୋଇପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଭୋରରୁ କୌଣସି କାରଣବଶତଃ ଏହି ବଜାରରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ…

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ…

ବୌଦ୍ଧଭୀକ୍ଷୁ ୟୋଦାଙ୍କ ବିୟୋଗରେ ବୁଦ୍ଧମନ୍ଦିରରେ ଶୋକସଭା

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପର ପ୍ରତିଷ୍ଠାତା ସଦସ୍ୟ ତଥା କଳିଙ୍ଗ ନିପନ ଭୀକ୍ଷୁ ସଂଘର ମୁଖ୍ୟ କାଜିଓ ୟୋଦାଙ୍କ ବିୟୋଗରେ ଶୁକ୍ରବାର ସନ୍ଧ୍ୟାରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠାନର ସଭାପତି ଡ଼ଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୧୨-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୪ ରିଖ ଶନିବାର ବିଛା ୨୮ ଦିନ ପୌଷ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ଭୁକ୍ତ ତୃତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ…