ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ଅଜବ ନୋଟିସ୍: ‘ ଦୁଷ୍ଟ ଆତ୍ମାର ପ୍ରବେଶ ନିଷେଧ’
ନୂଆଦିଲ୍ଲୀ: ନୂଆଦିଲ୍ଲୀର ସରକାରୀ କାର୍ଯ୍ୟାଳୟକୁ ଘାରିଛି ଭୁତ ଭୟ । ଭୁତ ଡରରେ ଛାନିଆଁ ହୋଇଯାଉଛନ୍ତି କର୍ମଚାରୀ ।
କିଛି କର୍ମଚାରୀ ତ ଅଫିସ ଆସିବା ବନ୍ଦ କରିଦେଲେଣି । ଘଟଣାଟି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ, ଖୋଦ୍ ସୂଚନା ଓ ପ୍ରସାରଣ ବିଭାଗକୁ ନୋଟିସ ଜାରି କରିବାକୁ ପଡିଛି । ଅଫିସ…