Latest Odisha News

BREAKING NEWS

ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯ ବୁଧବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ…

ରୋହିତ-ରାହୁଲ୍ ଓ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ୨୪୧ ରନର ବିରାଟ ଟାର୍ଗେଟ୍ !

ମୁମ୍ବାଇ: ମୁମ୍ବାଇର ୱାଂଙ୍ଖେଡ଼େ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ସାଙ୍ଗକୁ କପ୍ତାନ…

ଗାନ୍ଧୀଙ୍କ ଚର୍ଚ୍ଚାରେ ମୁଖରିତ ହେଲା ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା…

ଭୁବନେଶ୍ୱର: ଅକ୍ଷରର ଷଷ୍ଠ ସନ୍ଧ୍ୟାରେ ଗାନ୍ଧୀଙ୍କୁ ନେଇ ଆଲୋଚନା ହୋଇଯାଇଛି । ରାମାୟଣ ଓ ଗୀତା ସମେତ କେତେକ ମହାଗ୍ରନ୍ଥ ଏବଂ ଉଲ୍ଲେଖଯୋଗ୍ୟ ଆଖ୍ୟାନରେ ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆଉ କେତୋଟି ମୂଲ୍ୟବାନ ପୁସ୍ତକ ଅଧ୍ୟୟନ କରି ସେ ନିଜର ଜୀବନ ନିର୍ମାଣ କରିଥିଲେ ।…

ପୁରୀର ଐଶାନେଶ୍ୱର ମହାଦେବ: ଯିଏକି ଶ୍ରୀଜଗନ୍ନାଥଙ୍କ ଗୁରୁ ରୂପେ ପାଆନ୍ତି ପୂଜା !

ପୁରୀ: ସାରା ବିଶ୍ୱକୁ ଚଳାଉଥିବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ଗୁରୁ ଅଛନ୍ତି । ପୁରୀ ଶ୍ରୀମନ୍ଦିରରେ ସାଧାରଣ ମଣିଷ ପରି ଜଗନ୍ନାଥଙ୍କର ମଧ୍ୟ ସମସ୍ତ କାର୍ଯ୍ୟ କରା ଯାଇଥାଏ । ସେ ଶୁଅନ୍ତି, ଉଠନ୍ତି, ଦାନ ଘଷନ୍ତି, ବେଶ ଭୂଷା ହୁଅନ୍ତି, ଭୋଗ ଖାଆନ୍ତି, ଜ୍ୱରରେ ପଡନ୍ତି, ଶ୍ରାଦ୍ଧ କରନ୍ତି ଓ…

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ…

ନାଗରିକତା ସଂଶୋଧନ ବିଲ୍ ୨୦୧୯: ଚର୍ଚ୍ଚିତ ନେହରୁ-ଲିୟାକତ୍ ସମଝୌତା

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଦିନ ଧରି ଘମାଘୋଟ ଆଲୋଚନା ପରେ ୮ ଏପ୍ରିଲ ୧୯୫୦ ମସିହାରେ ଦିଲ୍ଲୀରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା, ଯାହା ନେହରୁ-ଲିୟାକତ୍ ସମଝୌତା ନାମରେ ପରିଚିତ । ଦୁଇ ଦେଶରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ନେଇ ଏହି ରାଜିନାମା…

ନାଗରିକତା ସଂଶୋଧନ ବିଲକୁ ରାଜ୍ୟ କଂଗ୍ରେସର ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଧେୟକକୁ କଂଗ୍ରେସ ଦଳ ସଂସଦ ଭିତରେ ଓ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି । ଏହି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ…

ଡିସେମ୍ବର ୧୫ରେ ରାଜଧାନୀରେ ‘ଏସବିଆଇ ଗ୍ରିନ ମାରାଥନ’ର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ପରିବେଶ ନିରନ୍ତରତାର ଭାବ ଏବଂ ଭବିଷ୍ୟତ ପିଢ଼ିର ଉନ୍ନତ ଜୀବନକୁ ପାଳନ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଗ୍ରିନ ମାରାଥନର ତୃତୀୟ ସଂସ୍କରଣ ସହ ଫେରିଛି । ବ୍ୟାଙ୍କର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ୧୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।…

ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଜାରି ରଖିବ ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ବିରୋଧ ତଥା ବହୁ ବାଦ ପ୍ରତିବାଦ ପରେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଉଚ୍ଛେଦ ପକ୍ରିୟା ଜାରି ରଖିବ । ବୁଧବାର ବିଏମସି ଓ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ…

ଖୁବ୍ ଚର୍ଚ୍ଚାରେ ‘ନାଗରିକତା ବିଲ୍’; ରାଜ୍ୟସଭା ଉପରେ ଆଜି ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଲୋକସଭାରେ ପାରିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ । ସୋମବାର ଦିନ ଲୋକସଭାରେ ଏହି ବିଲଟି ପାଶ୍ ହେବା ପରେ ଏନଡ଼ିଏ ସରକାର ଏହି ବିଲଟିକୁ ଆଜି ରାଜ୍ୟସଭାରେ ଆଗତ କରିଛନ୍ତି । ଆଜି ଏହି ବିଲଟିକୁ ନେଇ ରାଜ୍ୟସଭାରେ ଚାଲିଛି…