Latest Odisha News

BREAKING NEWS

ମହାରାଷ୍ଟ୍ର ମହାଭାରତ: ବୁଧବାର ସକାଳ ୮ଟାରେ ନୂଆ ବିଧାୟକ ନେବେ ଶପଥ

ମୁମ୍ବାଇ: ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ଆସନ୍ତାକାଲି ଅନ୍ତ ଘଟିବାକୁ ଯାଉଛି । ମହାରାଷ୍ଟ୍ର ବିଧାନସଭାର ସମସ୍ତ ନିର୍ବାଚିତ ବିଧାୟକମାନେ ଗୃହରେ ଶପଥଗ୍ରହଣ କରିବେ । ରାଜ୍ୟପାଳ ଭଗତ ସିଂହ…

ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ବ୍ୟାଙ୍କ କାଟିଛି ୧୯୯୬ କୋଟି !

ଭୁବନେଶ୍ୱର:  ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ସରକାରୀ ବ୍ୟାଙ୍କ ଜୋରିମାନା ଆକାରରେ ୧୯୯୬.୪୬ କୋଟି ଟଙ୍କା ପାଇଛି | ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର ଦିନ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି | ସୂଚନାଯୋଗ୍ୟ…

ଅସଦାଚରଣ ମାମଲା: ବହିଷ୍କୃତ ହେଲେ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି

କେନ୍ଦ୍ରାପଡ଼ା: ରାଜ୍ୟ କୋ ଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର୍ ବିଭୁତି ଭୂଷଣ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କାର କରିଛନ୍ତି । ତାଙ୍କ ସ୍ଥାନରେ ସୋସାଇଟିର ଉପ-ସଭାପତିଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି ।…

ସରକାରୀ ଜମି ହଡ଼ପ ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି: ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଜେପି ପକ୍ଷରୁ ହୋଇଥିବା ଜମି ହଡ଼ପ ଅଭିଯୋଗକୁ ଖଣ୍ଡନ କରିଛନ୍ତି । “ଗତକାଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମୁଁ ୧୦୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ କରିଛି ବୋଲି ଅଭିଯୋଗ କରିଛି । ମୁଁ ୭ ଥର ଲାଗି…

ମାଛଧରା ଜାଲରେ କିପରି ଫସିଲା ବିରଳ ବଣୁଆ ବିଲେଇ; ଜାଣନ୍ତୁ…

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏକ ବିରଳ ପ୍ରଜାତିର ବଣୁଆ ବିଲେଇକୁ ଧରିଛନ୍ତି ଜଣେ ମତ୍ସ୍ୟଜୀବୀ । ଏହି ବଣୁଆ ବିଲେଇଟି ‘ପ୍ରାଇନାଇଲୁରୁସ ଭାଇଭେରିନସ’ ପ୍ରଜାତିର ବୋଲି ଜଣାପଡ଼ିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚିଲିକାରେ ଅମୂଲ୍ୟ ପ୍ରଧାନ ନାମକ ଜଣେ…

ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି :ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ ଚାଲିଛି ଫାଶିବାଦୀ ସରକାର । ଚଳିତବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି ହୋଇଛି । ଗତକାଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍; ପ୍ରେସମିଟରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଦିନ ୩ଟା ୩୦ ସମୟରେ ଏକ ପ୍ରେସମିଟ୍ ଡ଼କାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ସେ ଗଣମାଧ୍ୟମକୁ ସମ୍ବୋଧିତ କରି…

ଏନଫିଲ୍ଡ ଗାଡି ପ୍ରେମୀଙ୍କ ପାଇଁ ଖୁସିଖବର, ଏବେ ବାଇକକୁ ନିଜ ଇଛାନୁସାରେ ଦେଇପାରିବେ ଲୁକ୍

ଭୁବନେଶ୍ୱର: ରୟାଲ ଏନଫିଲ୍ଡ ଗାଡି ପାଇଁ ସୌକ ରଖୁଥିବା ଗ୍ରାହକଙ୍କ ଲାଗି ଖୁସୀଖବର | ଏହି ଗାଡିକୁ ନିଜ ପସନ୍ଦ ଅନୁସାରେ ଲୁକ୍ ଦେେଇପାାରିବେ। ଏଥିପାଇଁ କମ୍ପାନୀ ଅନଲାଇନ କଂଫିର୍ଗେଟର ଲଞ୍ଚକରିଛି | ଲଞ୍ଚ କରାଯାଇଥିବା ଏହି ଅନଲାଇନ କଂଫିର୍ଗେଟରରେ କମ୍ପାନୀ ନିଜର ବିସ୍ତୃତ ରେଞ୍ଜର…

ଦିନ ୩ଟା ୩୦ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରେସମିଟ୍; ପଦରୁ ଇସ୍ତଫା ଦେଇପାରନ୍ତି !

ମୁମ୍ବାଇ: ଆସନ୍ତାକାଲି ସନ୍ଧ୍ୟା ୫ଟାରେ ହେବ ମହାରାଷ୍ଟ୍ର ବିଧାନସଭାରେ ଶକ୍ତିପରୀକ୍ଷା । ଏହି ଶକ୍ତିପରୀକ୍ଷା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିନ ୩ଟା ୩୦ରେ ଏକ ପ୍ରେସ୍ ମିଟ୍ ଡ଼ାକିଛନ୍ତି । ଯେହେତୁ ଆସନ୍ତାକାଲି ମହାରାଷ୍ଟ୍ର…

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା…