ମହାରାଷ୍ଟ୍ରକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ; ଗଣତନ୍ତ୍ରର ହତ୍ୟା ବୋଲି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମହାସଙ୍କଟ ଦେଇ ଗତି କରୁଛି ଏବେ ମହାରାଷ୍ଟ୍ରର ରାଜନୀତି । ମହାରାଷ୍ଟ୍ର ବିଧାନସଭା ଏବଂ ରାଜଭବନ ଅତିକ୍ରମ କରିବା ପରେ ସକାଳେ ସୁପ୍ରିମକୋର୍ଟରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନେଇ ଶୁଣାଣି ଚାଲିଥିଲା । ତେବେ ଏହି ରାଜନୈତିକ ଉଷ୍ମତାର ଗରମାଗରମ…