କଂଗ୍ରେସରେ କନ୍ଦଳ ତେଜିଲା; ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କଲେ ବିରୋଧୀ ଗୋଷ୍ଠୀ
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ହେବା ପୂର୍ବରୁ ଅସନ୍ତୁଷ୍ଠ ଗୋଷ୍ଠୀର ନେତାମାନେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କରିଛନ୍ତି ।
ଏସମ୍ପର୍କରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବୁଧବାର ଦିନ…