Latest Odisha News

BREAKING NEWS

ବାଲେଶ୍ୱର: କୋଠା ବିସ୍ଫୋରଣ ଘଟଣାରେ ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ତିନି ମହଲା କୋଠାରେ ହୋଇଥିବା ବିସ୍ଫୋରଣର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତର ନାମ ଶ୍ରୀଧର ମହାନ୍ତି ବୋଲି ଜଣାପଡିଛି ।…

କେଆଇଏଫଏଫ୍ ୨୦୧୯ରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ‘ପାଟଣାଗଡ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ପାଟଣାଗଡ’ ୨୫ ତମ କୋଲକାତା ଅର୍ନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ (କେଆଇଏଫଏଫ୍) ୨୦୧୯ ଓ ଏଲଆଇଏଫଏଫଟି ଇଣ୍ଡିଆ ଫିଲ୍ମ ମହୋତ୍ସବ ୨୦୧୯ରେ ପ୍ରଦର୍ଶିତ କରାଯିବ । କେଆଇଏଫଏଫ୍ ଫେଷ୍ଟିଭାଲ୍ କୋଲକାତାରେ ୮ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ।…

ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୭)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ହାପି ବାର୍ଥ ଡେ ଅମିତାଭ…

ନୂଆଦିଲ୍ଲୀ: ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୭ ତମ ଜନ୍ମଦିନ ପାଳନ କରିଛନ୍ତି । ‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୧ ତାରିଖ ଶୁକ୍ରବାର କନ୍ୟା ୨୫ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ…

ଓଡ଼ିଆ ଝିଅ ଲିପିକାଙ୍କ କମାଲ୍; ଆରୋହଣ କଲେ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ

ଭୁବନେଶ୍ୱର: ଓଡ଼ିଆ ଝିଅ ଲିପିକା ସେଠ୍ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସକୁ ସଫଳତାର ସହିତ ଆରୋହଣ କରିଛନ୍ତି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଡ଼ଲବା ଗ୍ରାମର ଏହି କୁନି ପର୍ବତାରୋହଣକାରୀ ଲିପିକା ୫୬୪୨ ମିଟର ବା ୧୮,୫୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶୃଙ୍ଗ ଆରୋହଣ କରି ଓଡ଼ିଶା ସମେତ ଭାରତକୁ…

ବୋଲ୍ଡର୍ ଆକ୍ରମଣରେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ଆହତ

ଯାଜପୁର: ଯାଜପୁରରେ ଜଣେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର କାର୍ଯ୍ୟରତ ଥିବା ସମୟରେ କୌଣସି ଅଜଣା ଦୁର୍ବୃତ୍ତଙ୍କ ବୋଲ୍ଡର୍ ମାଡ଼ରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ମହିଳା ଟ୍ରାଫିକ ଇନ୍ସପେକ୍ଟର ହେଉଛନ୍ତି ବିଜୟିନୀ ମଲ୍ଲ ଏବଂ ସେ ଚଣ୍ଡିଖୋଲ ଟ୍ରାଫିକ ପୋଲିସ ଷ୍ଟେସନରେ…

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ ଜ୍ୟୋତି ନନ୍ଦ ପ୍ରଥମରେ, କାହାର କିଛି କ୍ଷତି କରନାହିଁ । ଏହା ହେଉଛି ତାଙ୍କର ସର୍ବପ୍ରଥମ ଏବଂ ମୌଳିକ ବିଚାର । ତାହାପରେ ଆଉ ଯାହା କିଛି । ସେ ଯେଉଁ ସମୟର ଆଉ ଯେଉଁଠିକାର, ସେଠାରେ କୌଣସି ବିଚାରବନ୍ତର ସେତେବେଳେ ସାମାଜିକ ଆସ୍ଥାନଟି ବେଶ ଉଚ୍ଚରେ…

ଭାରତଠୁଁ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ କିଣିବ ଫିଲିପାଇନ୍ସ !

ନୂଆଦିଲ୍ଲୀ: ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା…