ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…
ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର ।
ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର…