Latest Odisha News

BREAKING NEWS

ହ୍ରାସ ପାଇଲା ପେଟ୍ରୋଲ ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଲଗାଦାର ଚାରିଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି । ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିଛି । ବର୍ତ୍ତମାନ ଭୁବନେଶ୍ୱରେ ଲିଟର ପ୍ରତି ପେଟ୍ରୋଲ ଦର ୭୩.୦୮ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୨.୦୮ ଟଙ୍କା…

ଧୂପକାଠି ଧୂଆଁ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଘରେ ଜାଳୁଥିବା ଧୂପକାଠିର ଧୂଆଁ ସମ୍ପର୍କରେ ? ଏହା ଆପଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ହେଉ ଅବା…

ଘଟଗାଁ ପୀଠରେ ମହାଷ୍ଟମୀ; ଆଜି ମଧ୍ୟରାତ୍ରୀରେ ହେବ ଏହି ବିଶେଷ ଉପଚାର ପୂଜା

ଘଟଗାଁ: ପବିତ୍ର ମହାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠ । ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ନବମୀ ପାଳନ ହୋଇଥିବା ବେଳେ ମା'ତାରିଣୀଙ୍କ ପୀଠରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । କଳିଯୁଗରେ ଦୁର୍ଗାଙ୍କ ଅବତାର କୁହାଯାଉଥିବା କରୁଣାମୟୀ…

ଘଡଘଡି ସହ ବର୍ଷା ଆଶଙ୍କା: ୧୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ,…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି

ଜୟପୁର: ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ରବିବାର ଦିନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇକୋର୍ଟର…

ଜାଡ଼େଜା ଓ ସାମିଙ୍କ ସୁନ୍ଦର ବୋଲିଂ ପ୍ରଦର୍ଶନ, ୨୦୩ ରନରେ ଭାରତର ବୃହତ ବିଜୟ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟ ୩୯୫ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡ଼େଜା ସୁନ୍ଦର ବୋଲିଂ ପ୍ରଦର୍ଶନ କରିବା ଫଳରେ ଭାରତ ଏହି ଟେଷ୍ଟରେ ବିପକ୍ଷ ଦଳକୁ ୨୦୩ ରନରେ ପରାସ୍ତ କରିପାରିଛି । 1-0 ??????#TeamIndia win the…

ମହାନଦୀରେ ଭାସିଗଲେ ୬ ଯୁବତୀ, ୫ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବଡବଜାର ନିକଟସ୍ଥ ମହାନଦୀରେ ୬ ଜଣ ଯୁବତୀ ଗାଧୋଉଥିବା ସମୟରେ ଅଚାନକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ବେଳେ ଉକ୍ତ ଯୁବତୀମାନେ ନଦୀରେ…

ଦାରିଦ୍ର‌୍ୟର ଆକାର କମୁଛି, ରୂପ ବଦୁଳୁଛି !

ଦୀର୍ଘ ଦିନର ଔପନେବଶୀୟ ଶାସନର ଶୀକାର ହେଲା ଭାରତ । ଶୋଷି ହୋଇଗଲା ତାକତ । ପଠାନ୍ ମୋଗଲ ଶାସନ ବ୍ୟବସ୍ଥାରେ ଯାହାସବୁ ଲୁଟ୍ ତରାଜରେ ଆକ୍ରାନ୍ତ ହେଉଥିଲେ ପ୍ରଜାମାନେ ତାହା କିନ୍ତୁ ଦେଶ ଭିତରେ ରହୁଥିଲେ । ମାତ୍ର ଔପନିବେଶୀୟ ଇଂରେଜ ଶାସନ ସମୟରେ ଏହା ଭାରତ ବାହାରକୁ ଯାଉଥିଲା । ଏଠି ଅଭାବ…

ସଫଳ ଗଳ୍ପ ଜଣଙ୍କୁ କିଛି ସମୟ ପାଇଁ ଚୁପ୍ କରେଇଦିଏ: ସୁସ୍ମିତା ରଥ 

ସୁସ୍ମିତା ରଥ ସମକାଳର ଓଡ଼ିଆ କଥାସାହିତ୍ୟରେ ଏକ ଜଣାଶୁଣା ନାମ। କଟକର କାଳୀଗଳିରେ 6 ଅକ୍ଟୋବର 1958ରେ ତାଙ୍କର ଜନ୍ମ। ଭକ୍ତକବି ମଧୁସୂଦନ ରାଓ ଏବଂ ପ୍ରସିଦ୍ଧ କବି ଭାନୁଜୀ ରାଓଙ୍କ ବଂଶରେ ଜନ୍ମଗ୍ରହଣ କରି ସେ ସାହିତ୍ୟ ସହ ପିଲାଟିଦିନରୁ ଜଡିତ ହେବାର ଅବକାଶ ପାଇଥିଲେ। ସ୍ମୃତିର ରଙ୍ଗ,…