ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ‘କ୍ୟାପଟେନ କୁଲ’ !
ମୁମ୍ବାଇ: କ୍ରିକେଟ ଜଗତର ଜଣାଶୁଣା ନାମ ମହେନ୍ଦ୍ର ସିଂ ଧୋନି । ନିଜକୁ କ୍ରିକେଟରୁ ଦୂରେଇ ରଖିଥିବା ଧୋନି କିଛି ଦିନ ତଳେ ଭାରତୀୟ ସେନା ସହ ସୀମାରେ ନଜର ଆସିଥିଲେ । ବର୍ତ୍ତମାନ ଧୋନି ବଲିଉଡରେ ଏଣ୍ଟ୍ରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ…