Latest Odisha News

BREAKING NEWS

ବାଲେଶ୍ୱରରୁ ଜବତ ହେଲା ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୩ ଗିରଫ

ବାଲେଶ୍ୱର: ବାଲେଶ୍ୱରର ସହଦେବଖୁଣ୍ଟାସ୍ଥିତ ଲୁନିଆଯୋଡି ବ୍ରିଜ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଶନିବାର ଦିନ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଅରଦ ବଜାରର…

ଆଦିତ୍ୟ ଆଲୁମିନିୟମରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ କମ୍ପାନି ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁର ଜିଲ୍ଲା ଲପଙ୍ଗାରେ ଥିବା ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଧୋରୋପାଣି ଉଚ୍ଚ ବିଦ୍ୟାଳୟରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲୋମୋଲୋଇର ସରପଞ୍ଚ ଶେଷଦେବ ପ୍ରଧାନ,…

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ । ଏପରିକି ମଠକୁ ଭାଙ୍ଗିବା…

ମାଲକାନାଗିରିରେ ବୁଡ଼ିଲା ଡଙ୍ଗା: ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଲା ଜଳଭଣ୍ଡାରରେ ଡଙ୍ଗା ବୁଡି  ତିନିଜଣ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ଗଲରି, ସ୍ତ୍ରୀ ସନଦେଇ ଗଲରି ଓ ତାଙ୍କ ଦୁଇ ଝିଅ ଦୀପାଲି ଓ ସନତା ଶନିବାର ଅପରାହ୍ନରେ ଡଙ୍ଗା ଯୋଗେ ନାକମାମୁଡ଼ିରୁ ତୋତଗୁଡ଼ା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା…

ବଲାଙ୍ଗୀରରୁ ଜବତ ହେଲା ୟୁନିଲିଭରର ନକଲି ସାମ୍ପୋ ଓ ଫେସୱାସ୍

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ଅଞ୍ଚଳର ଏକ ଦୋକାନରେ ରବିବାର ଦିନ ପୋଲିସ ସହ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ନକଲି ସାମ୍ପୋ ଓ ଫେସୱାସ୍ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ,ଗ୍ରାହକ ମାନଙ୍କ ବାରମ୍ବାର ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ…

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏମସିଏଲ୍ କର୍ମଚାରୀ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳ ଷ୍ଟେସନ୍ ନିକଟରେ ଏକ କାର୍ ସହ ସ୍କୁଟର ଧକ୍କା ହେବା ଫଳରେ ରବିବାର ଦିନ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ରାଜେନ୍ଦ୍ର ମିଶ୍ର ଏବଂ ସେ ମହାନଦୀ କୋଲ୍ ଲିମିଟେଡ୍ (ଏମସିଏଲ)ର କର୍ମଚାରୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ…

ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଦନ୍ତା ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗତ ୧୩ ତାରିଖରେ ଏହି ୧୦ ବର୍ଷ ଦନ୍ତା ହାତୀଟି କୌଣସି କାରଣବଶତଃ ଅସୁସ୍ଥ ହୋଇପଡିଥିଲା । ତେବେ…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…