ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଚାପ ସମୟରେ ଭୋଗ ହେଉଥିବା ମାଣ୍ଡୁଅ ଓ ହଂସକେଳି ସମ୍ପର୍କରେ
ପୁରୀ: ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ଅବଶ୍ୟ ଏଥର କରୋନା ଭାଇରସ ଯୋଗୁ ଚାପ ଖେଳ ମନ୍ଦିର ଭିତରେ ଅନୁଷ୍ଠିତ ହେଉଛି । ଚାପ ଅବସରରେ ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥାଏ ମାଣ୍ଡୁଅ ଓ ହଂସକେଳି । ଆସନ୍ତୁ ଜାଣିବା ସେହି ଭୋଗ ସମ୍ପର୍କରେ..
ଚନ୍ଦନ ଯାତ୍ରାର ଅବଧି…