ଜେଲରୁ ଖସିଯାଇଥିବା ଦୁଷ୍କର୍ମ ଅଭିଯୁକ୍ତ ନୟାଗଡ଼ରେ ଗିରଫ
ନୟାଗଡ଼: ଖଣ୍ଡପଡ଼ା ସବ୍-ଜେଲରେ ଜଣେ ବିଚାରାଧିନ କଏଦୀ ପୂର୍ବରୁ ଖସିଯାଇଥିବା ବେଳେ ସୋମବାର ଦିନ ନୟାଗଡ଼ର କରବରା ଗ୍ରାମରେ ଗିରଫ କରାଯାଇଛି ।
ଖଣ୍ଡପଡ଼ା ସବ୍- ଜେଲରେ ବିଚାରାଧିନ କଏଦୀଭାବେ ରହୁଥିବା ତପନ ରାଉତ ନାମକ ଏହି ଅଭିଯୁକ୍ତ ଜଣକ ଗତ ଶନିବାରଠାରୁ ଜେଲ ପରିସରରୁ ଚମ୍ପଟ ମାରି…