Latest Odisha News

BREAKING NEWS

ସୋଆରେ ସିଆଇଆଇ ସମ୍ମିଳନୀ: ମାନବ ସମ୍ବଳର ଭୂମିକା ନେଇ ଆଲୋଚନା

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାର ଭୂମିକା ବୌଦ୍ଧିକ ପରିଚାଳନା ଠାରୁ ପରିବର୍ଦ୍ଧିତ ହୋଇ ସମୂହ କାର୍ଯ୍ୟ ପରିଚାଳନା ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୂଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି । ସୋଆରେ କନ୍ଫେଡେରେସନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୩୧-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୩୧ ରିଖ ବୁଧବାର କର୍କଟ ୧୫ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୦ଘ ୦୯ ମିନିଟ୍ ପର‌୍ୟ୍ୟନ୍ତ…

ଓଡ଼ିଶାର ହୃଦୟ ଜିଣିଲେ ୮୫ ବର୍ଷୀୟା ସଖୁବାଇ…

ପୁରୀ: ପୁରୀ ବେଳାଭୂମିରେ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟା ବୃଦ୍ଧା ଓଡ଼ିଶା ଜନସାଧାରଣଙ୍କ ମନ ଜିଣିନେଇଛନ୍ତି । ମହାରାଷ୍ଟ୍ରର ୮୫ ବର୍ଷୀୟା ସ୍ୱେଚ୍ଛାସେବୀ ହେଲେ ସଖୁବାଇ ଦେଶମୁଖ । ସେ ଜୁଲାଇ ୨୬ ଏବଂ ୨୭ ତାରିଖରେ ପୁରୀ…

ଜଗା-କାଳିଆ ଓଡ଼ିଶା ଫେରିବାରେ କାହିଁକି ବିଳମ୍ବ ? ଜାଣନ୍ତୁ କ’ଣ କହିଲେ ତାଙ୍କ ବାପା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଅଲଗା ହେବା ପରେ ଏବେ ଓଡ଼ିଶା ଫେରିବା ପ୍ରସଙ୍ଗକୁ ନେଇ ସେମାନଙ୍କର ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମଙ୍ଗଳବାର ଦିନ ଭୂୟାଁ କହଁର କହିଛନ୍ତି ଯେ, ସେ ଏବେ ସେମାନଙ୍କର…

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏବେ ପୁଣି ମିଳିବ ‘ଟଙ୍କ ତୋରାଣୀ’

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରରେ ଭକ୍ତମାନେ ଖୁବଶୀଘ୍ର ପାଇପାରିବ ମହାପ୍ରଭୁଙ୍କ ‘ଟଙ୍କ ତୋରାଣୀ’ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର କାର୍ଯ୍ୟକାରୀ ବୈଠକରେ ସୋମବାର ଦିନ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବିଶେଷତଃ ମନ୍ଦିର ପ୍ରଶାସନ ୨୦୧୭…

ରାଜ୍ୟସଭାରେ ତିନି ତଲାକ୍ ବିଲକୁ ବିଜେଡି ଦେବ ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ କେନ୍ଦ୍ରସରକାର ଆଜି ଏହି ବିଧେୟକ ଆଣିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ । ଏନେଇ ଦଳର…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାନ-ଗୁଟଖା ମନା, ଧରାପଡ଼ିଲେ ୫୦୦ ଟଙ୍କା ଜୋରିମାନା

ପୁରୀ: ଏବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟ କୌଣସି ବ୍ୟକ୍ତି ଯଦି ପାନ ବା ଗୁଟଖା ଖାଉଥିବାର ଧରାପଡ଼ନ୍ତି ତେବେ ସେମାନଙ୍କୁ ଦଣ୍ଡିତ ହେବାକୁ ପଡ଼ିବ । ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକରେ ଏହି…

‘କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସିଦ୍ଧାର୍ଥ ମଙ୍ଗଳବାର ଦିନ ମାଙ୍ଗାଲୁରୁସି୍ଥତ ନେତ୍ରାବତୀ ନଦୀ ବ୍ରିଜ୍ ନିକଟରେ ତାଙ୍କ କାରରୁ କୌଣସିକାରଣବଶତଃ ଓହ୍ଲାଇ ପଡିଥିଲେ ।…

ପାକିସ୍ତାନ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ୧୨ରୁ ଅଧିକ ମୃତ

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିଠାରେ ମଙ୍ଗଳବାର ଦିନ ପାକିସ୍ତାନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୫ ଜଣ ଯବାନ ରହିଥିବା ନେଇ…

‘ଓଡିଶା ରସଗୋଲା’କୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର: ପରିଶେଷରେ ‘ଓଡିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିଛି । ଏସମ୍ପର୍କୀତ ଏକ ପ୍ରମାଣ ପତ୍ର ଓଡିଶା ରସଗୋଲାକୁ ସୋମବାର ଦିନ ପ୍ରଦାନ କରାଯାଇଛି । ଏହା ଫେବୃଆରୀ ୨୨, ୨୦୨୮ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ୍ତର ରହିବ । ଏହାକୁ ନେଇ ଓଡିଶା ରସଗୋଲା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ…