ଚୌଦ୍ୱାରରେ ଜବତ ହେଲା ବେଆଇନ୍ ଗୋରୁ ବୋଝେଇ କଣ୍ଟେନର୍, ୯ଗିରଫ
କଟକ: କମିଶନରେଟ ପୋଲିସର ଏସଟିଏଫ ଦ୍ୱାରା ରବିବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ୫୫ ନଂ ଜାତୀୟ ରାଜପଥ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ଓ ନରସିଂହପୁର…